ଚାଷୀଙ୍କ ପାଇଁ ଖୁସି ଖବର: ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ଆସିବ ମୌସୁମୀ

The Sakala Picture
Published On

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମେ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସକ୍ରିୟ ହେବ ମୌସୁମୀ ବାୟୁ। ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମେ ୨୦ ବେଳକୁ ସକ୍ରିୟ ହେଉଥିଲା। ଚଳିତ ବର୍ଷ ୫ ଦିନ ପୂର୍ବରୁ ମୗେସୁମୀ ବାୟୁ ସକ୍ରିୟ ହେଉଥିବାରୁ ପାଗ ଅନୁକୂଳ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ପୁଣି ଖୋଲିଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର: ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ

12 May 2022 By The Sakala

ଚାଷୀଙ୍କ ପାଇଁ ଖୁସି ଖବର: ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ଆସିବ ମୌସୁମୀ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମେ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସକ୍ରିୟ ହେବ ମୌସୁମୀ ବାୟୁ। ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମେ ୨୦ ବେଳକୁ ସକ୍ରିୟ ହେଉଥିଲା। ଚଳିତ ବର୍ଷ ୫ ଦିନ ପୂର୍ବରୁ ମୗେସୁମୀ ବାୟୁ ସକ୍ରିୟ ହେଉଥିବାରୁ ପାଗ ଅନୁକୂଳ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର