ଆଇପିଏସ ସ୍ତରରେ ଛୋଟ ଅଦଳବଦଳ, ନୀତି ଶେଖର ହେଲେ ଅତିରିକ୍ତ ପୁଲିସ କମିଶନର

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ନୀତି ଶେଖରଙ୍କୁ ଭୁବନେଶ୍ୱର-କଟକ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନୀତି ଶେଖର ହେଉଛନ୍ତି ୨୦୦୭ ବ୍ୟାଚର ଆଇପିଏସ ଅଫିସର । ଅତିରିକ୍ତ କମିଶନର ଥିବା ରେଖା ଲୋହାନିଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି । ମହିଳା ଓ ଶିଶୁ ଅପରାଧ ଶାଖାର ଏଡିଜି ହୋଇଛନ୍ତି ରେଖା ଲୋହାନି । ଏହା ପୂର୍ବରୁ ୨୯ ତାରିଖରେ ୬ ଆଇପିଏସ୍ ଅଧିକାରୀଙ୍କୁ […]

ଭୁବନେଶ୍ବର : ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ନୀତି ଶେଖରଙ୍କୁ ଭୁବନେଶ୍ୱର-କଟକ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନୀତି ଶେଖର ହେଉଛନ୍ତି ୨୦୦୭ ବ୍ୟାଚର ଆଇପିଏସ ଅଫିସର । ଅତିରିକ୍ତ କମିଶନର ଥିବା ରେଖା ଲୋହାନିଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି । ମହିଳା ଓ ଶିଶୁ ଅପରାଧ ଶାଖାର ଏଡିଜି ହୋଇଛନ୍ତି ରେଖା ଲୋହାନି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଏହା ପୂର୍ବରୁ ୨୯ ତାରିଖରେ ୬ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିଲା। ୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପକ କୁମାର, ଆଶିଷ ସିଂହ ଓ ସତ୍ୟବ୍ରତ ଭୋଇ ଆଇଜି ପାହ୍ୟାକୁ ଉଠିଥିବା ବେଳେ ୨୦୦୮ ବ୍ୟାଚର ଆଇପିଏସ୍‌ ଅଫିସର ଉମାଶଙ୍କର ଦାଶ, ଆର୍.ପ୍ରକାଶ ଏବଂ ସତ୍ୟଜିତ ନାୟକ ଡିଆଇଜି ଭାବେ ପଦୋନ୍ନତି ପାଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର