ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା
ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା। ନିର୍ବାଚନ ଆସିଲେ ସବୁ ଦଳର ନେତା ଆସନ୍ତି। କିନ୍ତୁ ବିଗତ ଦିନରେ ଯେତେ ଲଢେଇ ହୋଇଛି ବିଜେଡି ଜିତାପଟ କରିଛି। ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ । ଏଥିରେ କୌଣସି ଆଶଙ୍କା ନାହି । ବ୍ରଜରାଜ ନଗର ଉପନିର୍ବାଚନ ସମୟରେ ବହୁତ୍ ଆଲୋଚନା ପର୍ୟାଲୋଚନ ହୋଇଥିଲା। ଫଳାଫଳରୁ ଜଣାପଡ଼ିଲା କିଏ ତିନି […]
ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା। ନିର୍ବାଚନ ଆସିଲେ ସବୁ ଦଳର ନେତା ଆସନ୍ତି। କିନ୍ତୁ ବିଗତ ଦିନରେ ଯେତେ ଲଢେଇ ହୋଇଛି ବିଜେଡି ଜିତାପଟ କରିଛି। ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ । ଏଥିରେ କୌଣସି ଆଶଙ୍କା ନାହି । ବ୍ରଜରାଜ ନଗର ଉପନିର୍ବାଚନ ସମୟରେ ବହୁତ୍ ଆଲୋଚନା ପର୍ୟାଲୋଚନ ହୋଇଥିଲା। ଫଳାଫଳରୁ ଜଣାପଡ଼ିଲା କିଏ ତିନି ନମ୍ବରକୁ ଗଲା।
କିଏ ଦୁଇ ନମ୍ୱର୍ ରହିଲା। ଯିଏ ଲଢ଼ୁଛନ୍ତି ୨,୩ ଓ ୪ ନମ୍ୱର୍ ପାଇଁ ଲଢ଼ୁଛନ୍ତି । ବିଜେଡି ୧ ରେ ରହିବା କଥା ରହିବ। ବିଜେଡି ନେତା ସୁବାଷ ସିଂ କହିଛନ୍ତି। ଧାମନଗର ଉପନିର୍ବାଚନ ଇତିହାସ ରଚିବ।ମୁଖ୍ୟମନ୍ତ୍ରୀଙ୍କ ବିକାଶ ର ରୂପରେଖ ସଫଳତା ଦେବ। ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ବିଜେଡି ୨୮ ହଜାର ଅଧିକ ଭୋଟ ଆଗରେ ଥିଲା। ସଂଖ୍ୟାଲଘୁ ଭୋଟ ନବୀନଙ୍କ ସହ ଯୋଡ଼ି ହୋଇ ରହିଛି। ନବୀନଙ୍କ କାମ ହିଁ ତାଙ୍କ ପରିଚୟ। ତେଣୁ ବିଜେଡି ଜିତିବା ନିଶ୍ଚୟ ।