ଖିଚିଂ କିଚକେଶ୍ବରୀ ମନ୍ଦିରକୁ ବଜ୍ରପାତ: ଭାଙ୍ଗିଲା କଳସ, ଅଳ୍ପକେ ବର୍ତ୍ତିଲେ ସେବାୟତ ଓ ଶ୍ରଦ୍ଧାଳୁ

The Sakala Picture
Published On

ଶୁକୃଳି/ଖିଚିଂ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରି ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ହୋଇଛି। ସନ୍ଧ୍ୟା ପୂଜା ସମୟରେ ବଜ୍ରପାତ ପାଇଁ ଅଳ୍ପକେ ବର୍ତ୍ତିଲେ ପୂଜକ, ସେବାୟତ ଓ ଶ୍ରଦ୍ଧାଳୁ । ମାତ୍ର ବଜ୍ରପାତ ଯୋଗୁଁ ମନ୍ଦିରର କଳସର କିଛି ଅଂଶ ଏବଂ ତ୍ରିଶୂଳ ଭାଙ୍ଗି ଚଟାଣ ରେ ପଡ଼ିଛି। ମନ୍ଦିର ଭିତରେ ଲାଗିଥିବା ଇନ୍ଭଟର ବ୍ୟାଟେରୀ ଫାଟି ପ୍ରଚଣ୍ଡ ଶବ୍ଦ ହେଇଥିଲା । କଳାମୁଗୁନି ପଥରରେ ନିର୍ମିତ ସୁଉଚ୍ଚ ମନ୍ଦିର ଶିଖରକୁ ବଜ୍ରପାତକୁ ଅଶୁଭ […]

ଶୁକୃଳି/ଖିଚିଂ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରି ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ହୋଇଛି। ସନ୍ଧ୍ୟା ପୂଜା ସମୟରେ ବଜ୍ରପାତ ପାଇଁ ଅଳ୍ପକେ ବର୍ତ୍ତିଲେ ପୂଜକ, ସେବାୟତ ଓ ଶ୍ରଦ୍ଧାଳୁ । ମାତ୍ର ବଜ୍ରପାତ ଯୋଗୁଁ ମନ୍ଦିରର କଳସର କିଛି ଅଂଶ ଏବଂ ତ୍ରିଶୂଳ ଭାଙ୍ଗି ଚଟାଣ ରେ ପଡ଼ିଛି। ମନ୍ଦିର ଭିତରେ ଲାଗିଥିବା ଇନ୍ଭଟର ବ୍ୟାଟେରୀ ଫାଟି ପ୍ରଚଣ୍ଡ ଶବ୍ଦ ହେଇଥିଲା । କଳାମୁଗୁନି ପଥରରେ ନିର୍ମିତ ସୁଉଚ୍ଚ ମନ୍ଦିର ଶିଖରକୁ ବଜ୍ରପାତକୁ ଅଶୁଭ ସୂଚନା ବୋଲି କୁହାଯାଉଛି। ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଆଶଙ୍କାର ବାତାବରଣ ଖେଳିଯାଇଛି । ଗୁରୁବାର ସନ୍ଧ୍ୟାରେ କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ କାଳବୈଶାଖି ଜନିତ ପବନ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

13 Jun 2024 By The Sakala

ଖିଚିଂ କିଚକେଶ୍ବରୀ ମନ୍ଦିରକୁ ବଜ୍ରପାତ: ଭାଙ୍ଗିଲା କଳସ, ଅଳ୍ପକେ ବର୍ତ୍ତିଲେ ସେବାୟତ ଓ ଶ୍ରଦ୍ଧାଳୁ

ଶୁକୃଳି/ଖିଚିଂ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରି ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ହୋଇଛି। ସନ୍ଧ୍ୟା ପୂଜା ସମୟରେ ବଜ୍ରପାତ ପାଇଁ ଅଳ୍ପକେ ବର୍ତ୍ତିଲେ ପୂଜକ, ସେବାୟତ ଓ ଶ୍ରଦ୍ଧାଳୁ । ମାତ୍ର ବଜ୍ରପାତ ଯୋଗୁଁ ମନ୍ଦିରର କଳସର କିଛି ଅଂଶ ଏବଂ ତ୍ରିଶୂଳ ଭାଙ୍ଗି ଚଟାଣ ରେ ପଡ଼ିଛି। ମନ୍ଦିର ଭିତରେ ଲାଗିଥିବା ଇନ୍ଭଟର ବ୍ୟାଟେରୀ ଫାଟି ପ୍ରଚଣ୍ଡ ଶବ୍ଦ ହେଇଥିଲା । କଳାମୁଗୁନି ପଥରରେ ନିର୍ମିତ ସୁଉଚ୍ଚ ମନ୍ଦିର ଶିଖରକୁ ବଜ୍ରପାତକୁ ଅଶୁଭ ସୂଚନା ବୋଲି କୁହାଯାଉଛି। ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଆଶଙ୍କାର ବାତାବରଣ ଖେଳିଯାଇଛି । ଗୁରୁବାର ସନ୍ଧ୍ୟାରେ କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ କାଳବୈଶାଖି ଜନିତ ପବନ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର