କପ୍ତିପଦା ରେଞ୍ଜରେ ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ

The Sakala Picture
Published On

ବାରିପଦା/କପ୍ତିପଦା: ବୁଧବାର ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜ ରାଇପାଲ ବିଟ ଶାରୀଶୁଆ ସେକ୍ସନ ପଦ୍ମପୋଖରୀ ଅଞ୍ଚଳରୁ ଏକ ହାତୀର ମୃତଦେହକୁ ବନବିଭାଗ ଠାବ କରିଛି । ମିଳିତ ଟାସ୍କ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସନ୍ତୋଷ କୁମାର ଯୋଶୀ ପ୍ରକାଶ କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ପଦ୍ମପୋଖରୀ ଗ୍ରାମ ନିକଟରେ ଏକ ମୃତ ଅଣ୍ଡିରା […]

ବାରିପଦା/କପ୍ତିପଦା: ବୁଧବାର ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜ ରାଇପାଲ ବିଟ ଶାରୀଶୁଆ ସେକ୍ସନ ପଦ୍ମପୋଖରୀ ଅଞ୍ଚଳରୁ ଏକ ହାତୀର ମୃତଦେହକୁ ବନବିଭାଗ ଠାବ କରିଛି । ମିଳିତ ଟାସ୍କ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସନ୍ତୋଷ କୁମାର ଯୋଶୀ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଶିମିଳିପାଳ ଅଭୟାରଣ୍ୟର ପଦ୍ମପୋଖରୀ ଗ୍ରାମ ନିକଟରେ ଏକ ମୃତ ଅଣ୍ଡିରା ହାତୀଟିକୁ ବନବିଭାଗ ଠାବ କରିଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ଶ୍ରୀ ଯୋଶୀଙ୍କ ସହିତ ଅତିରିକ୍ତ ବନ ସଂରକ୍ଷକ ଦିଲ୍ଲିପ କୁମାର ବାରିକ, କପ୍ତିପଦା ରେଞ୍ଜର ଅଚ୍ୟୁତାନନ୍ଦ ଦାଶ , କପ୍ତିପଦାର ପ୍ରାଣୀ ଚିକିତ୍ସକ ଓ କପ୍ତିପଦା ରେଞ୍ଜର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀର ବୟସ ୧୦ରୁ ୧୫ବର୍ଷ ହୋଇଥିବା ବେଳେ ଦାନ୍ତ ଦୁଇଟି ରହିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

12 Apr 2023 By The Sakala

କପ୍ତିପଦା ରେଞ୍ଜରେ ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରିପଦା/କପ୍ତିପଦା: ବୁଧବାର ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜ ରାଇପାଲ ବିଟ ଶାରୀଶୁଆ ସେକ୍ସନ ପଦ୍ମପୋଖରୀ ଅଞ୍ଚଳରୁ ଏକ ହାତୀର ମୃତଦେହକୁ ବନବିଭାଗ ଠାବ କରିଛି । ମିଳିତ ଟାସ୍କ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସନ୍ତୋଷ କୁମାର ଯୋଶୀ ପ୍ରକାଶ କରିଛନ୍ତି ।

ଶିମିଳିପାଳ ଅଭୟାରଣ୍ୟର ପଦ୍ମପୋଖରୀ ଗ୍ରାମ ନିକଟରେ ଏକ ମୃତ ଅଣ୍ଡିରା ହାତୀଟିକୁ ବନବିଭାଗ ଠାବ କରିଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ଶ୍ରୀ ଯୋଶୀଙ୍କ ସହିତ ଅତିରିକ୍ତ ବନ ସଂରକ୍ଷକ ଦିଲ୍ଲିପ କୁମାର ବାରିକ, କପ୍ତିପଦା ରେଞ୍ଜର ଅଚ୍ୟୁତାନନ୍ଦ ଦାଶ , କପ୍ତିପଦାର ପ୍ରାଣୀ ଚିକିତ୍ସକ ଓ କପ୍ତିପଦା ରେଞ୍ଜର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀର ବୟସ ୧୦ରୁ ୧୫ବର୍ଷ ହୋଇଥିବା ବେଳେ ଦାନ୍ତ ଦୁଇଟି ରହିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

https://www.thesakala.in/latest-odisha-news/mayurbhanj/elephant-death-in-kaptipada-range-cause-unclear/article-20692
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର