ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘରେ ପ୍ରେମକୁ ସ୍ୱୀକାର ନ କରିବାରୁ ଆତ୍ମହତ୍ୟା !

The Sakala Picture
Published On

ମୋରଡ଼ା: ଘରେ ପ୍ରେମକୁ ସ୍ୱୀକାର ନ କରିବାରୁ ଆତ୍ମହତ୍ୟା ! ତେବେ ଘଟଣାଟି ଘଟିଛି ମୋରଡ଼ା ଥାନା ଜୁଆଳିଭଙ୍ଗା ଗ୍ରାମାଞ୍ଚଳ ମାକୁନ୍ଦ ଜଙ୍ଗଲରେ। ଜଙ୍ଗଲରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣା ପଡି ନ ଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ମାକୁନ୍ଦ ଜଙ୍ଗଲ ମଝିରେ ଥିବା ନିମ୍ବ ଗଛର ଗୋଟିଏ ଡାଳରେ […]

ମୋରଡ଼ା: ଘରେ ପ୍ରେମକୁ ସ୍ୱୀକାର ନ କରିବାରୁ ଆତ୍ମହତ୍ୟା ! ତେବେ ଘଟଣାଟି ଘଟିଛି ମୋରଡ଼ା ଥାନା ଜୁଆଳିଭଙ୍ଗା ଗ୍ରାମାଞ୍ଚଳ ମାକୁନ୍ଦ ଜଙ୍ଗଲରେ। ଜଙ୍ଗଲରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣା ପଡି ନ ଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ମାକୁନ୍ଦ ଜଙ୍ଗଲ ମଝିରେ ଥିବା ନିମ୍ବ ଗଛର ଗୋଟିଏ ଡାଳରେ ଝିଅର ଓଢଣୀରେ ଉଭୟ ଯୁବକ ଓ ଯୁବତୀଙ୍କ ଶବ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ। ପରେ ସଙ୍ଗେସଙ୍ଗେ ପୁଲିସ କୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ଓ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଛାତନା ଗ୍ରାମର ଯତୀନ ମହାନ୍ତଙ୍କ ପୁଅ ରାଜେଶ ମହାନ୍ତ ଏବଂ ଯୁବତୀ ଜଣକ ବଡ଼ଜୋଡ ଅଞ୍ଚଳର ବୋଲି ଲୋକେ ଚର୍ଚ୍ଚା କରୁଥିବା ବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ପରିବାରଲୋକେ ଉଭୟଙ୍କ ପ୍ରେମକୁ ସ୍ୱୀକାର ନ କରିବାରୁ ବାଧ୍ୟ ହୋଇ ପ୍ରେମୀଯୁଗଳ ଜଙ୍ଗଲରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସ୍ଥାନୀୟଲୋକେ ଅଲୋଚନା କରୁଛନ୍ତି। ତେବେ ପୁଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ଆସିଲା ଖୁସି ଖବର: ବାଘୁଣୀ ଜିନ୍ନତ ହେଲା ମା', ୪ଶାବକଙ୍କୁ ଦେଲା ଜନ୍ମ

26 Jun 2022 By The Sakala

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘରେ ପ୍ରେମକୁ ସ୍ୱୀକାର ନ କରିବାରୁ ଆତ୍ମହତ୍ୟା !

ମୋରଡ଼ା: ଘରେ ପ୍ରେମକୁ ସ୍ୱୀକାର ନ କରିବାରୁ ଆତ୍ମହତ୍ୟା ! ତେବେ ଘଟଣାଟି ଘଟିଛି ମୋରଡ଼ା ଥାନା ଜୁଆଳିଭଙ୍ଗା ଗ୍ରାମାଞ୍ଚଳ ମାକୁନ୍ଦ ଜଙ୍ଗଲରେ। ଜଙ୍ଗଲରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣା ପଡି ନ ଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ମାକୁନ୍ଦ ଜଙ୍ଗଲ ମଝିରେ ଥିବା ନିମ୍ବ ଗଛର ଗୋଟିଏ ଡାଳରେ ଝିଅର ଓଢଣୀରେ ଉଭୟ ଯୁବକ ଓ ଯୁବତୀଙ୍କ ଶବ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ। ପରେ ସଙ୍ଗେସଙ୍ଗେ ପୁଲିସ କୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ଓ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଛାତନା ଗ୍ରାମର ଯତୀନ ମହାନ୍ତଙ୍କ ପୁଅ ରାଜେଶ ମହାନ୍ତ ଏବଂ ଯୁବତୀ ଜଣକ ବଡ଼ଜୋଡ ଅଞ୍ଚଳର ବୋଲି ଲୋକେ ଚର୍ଚ୍ଚା କରୁଥିବା ବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ପରିବାରଲୋକେ ଉଭୟଙ୍କ ପ୍ରେମକୁ ସ୍ୱୀକାର ନ କରିବାରୁ ବାଧ୍ୟ ହୋଇ ପ୍ରେମୀଯୁଗଳ ଜଙ୍ଗଲରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସ୍ଥାନୀୟଲୋକେ ଅଲୋଚନା କରୁଛନ୍ତି। ତେବେ ପୁଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର