ମନୋରଞ୍ଜନ
ଓଡ଼ିଶା
ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ
ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ। ଶନିବାର ସକାଳେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ଦଳର ୫ଟି ସ୍ଥାନରେ ଚଢାଉ। ବାରିପଦା କାର୍ଯ୍ୟାଳୟ, ତେନ୍ତୁଳିଡିଙ୍ଗା-ଗାଙ୍ଗରାଜସ୍ଥିତ ବାସଭବନ, ତାଙ୍କ ଶ୍ବଶୁର ଘର ଓ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢାଉ ଜାରିରହିଛି। ଆୟବହିର୍ଭୂତ ସମ୍ପତ୍ତି ପାଇଁ ଏହି ଚଢାଉ ଜାରି ରହିଛି କିରାଣୀ ଜଣଙ୍କ ହେଲେ ରାମଚନ୍ଦ୍ର ସେନ। ସେ ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା।