ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମୟୂରଭଞ୍ଜ ଜିଲ୍ଲା ଖଡ଼ିକାଶୋଳ ଠାରେ ବଣୁଆହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା, ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ଖଡ଼ିକାଶୋଳ ଠାରେ ବଣୁଆହାତୀ ଆକ୍ରମଣରେ ଜନୈକା ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ମୋରଡା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ପାଲବଣୀ ଗ୍ରାମର ସ୍ବର୍ଗତ ସର୍ବେଶ୍ୱର ଦେହୁରୀଙ୍କ ସ୍ତ୍ରୀ ସୁମିତ୍ରା (୫୫) । ସୂଚନା ମୁତାବକ ସୁମିତ୍ରା ନିଜ ଝିଅଘର ପାଖ ଗାଁ ଖଡ଼ିକାଶୋଳ ଗ୍ରାମକୁ ଯାଇଥିବା ବେଳେ ବଣୁଆହାତୀ ହାବୁଡ଼ରେ ପଡିଯାଇଥିଲେ । ତେବେ ଏହି ଘଟଣା ଶୁକ୍ରବାର ରାତିରେ […]

ବାରିପଦା : ମୟୂରଭଞ୍ଜ ଜିଲ୍ଲା, ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ଖଡ଼ିକାଶୋଳ ଠାରେ ବଣୁଆହାତୀ ଆକ୍ରମଣରେ ଜନୈକା ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ମୋରଡା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ପାଲବଣୀ ଗ୍ରାମର ସ୍ବର୍ଗତ ସର୍ବେଶ୍ୱର ଦେହୁରୀଙ୍କ ସ୍ତ୍ରୀ ସୁମିତ୍ରା (୫୫) । ସୂଚନା ମୁତାବକ ସୁମିତ୍ରା ନିଜ ଝିଅଘର ପାଖ ଗାଁ ଖଡ଼ିକାଶୋଳ ଗ୍ରାମକୁ ଯାଇଥିବା ବେଳେ ବଣୁଆହାତୀ ହାବୁଡ଼ରେ ପଡିଯାଇଥିଲେ । ତେବେ ଏହି ଘଟଣା ଶୁକ୍ରବାର ରାତିରେ ଘଟିଥିବା ବେଳେ ଗାଁ ଅଞ୍ଚଳକୁ ହାତୀପଲ ଆସିଥିବାରୁ ଭୟରେ ଘରୁ କେହି ବାହାରିନଥିଲେ । ସେଥିପାଇଁ ଶନିବାର ସକାଳେ ଗ୍ରାମବାସୀ ଏହି ଘଟଣା ବାବଦରେ ଜାଣି ବେତନଟୀ ବନବିଭାଗକୁ ଖବର ଦେଇଥିଲେ । ବେତନଟୀ ବନବିଭାଗ ଶବ ଜବତ କରି ବ୍ୟବଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ଆଣିଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

18 Dec 2021 By The Sakala

ମୟୂରଭଞ୍ଜ ଜିଲ୍ଲା ଖଡ଼ିକାଶୋଳ ଠାରେ ବଣୁଆହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା, ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ଖଡ଼ିକାଶୋଳ ଠାରେ ବଣୁଆହାତୀ ଆକ୍ରମଣରେ ଜନୈକା ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ମୋରଡା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ପାଲବଣୀ ଗ୍ରାମର ସ୍ବର୍ଗତ ସର୍ବେଶ୍ୱର ଦେହୁରୀଙ୍କ ସ୍ତ୍ରୀ ସୁମିତ୍ରା (୫୫) । ସୂଚନା ମୁତାବକ ସୁମିତ୍ରା ନିଜ ଝିଅଘର ପାଖ ଗାଁ ଖଡ଼ିକାଶୋଳ ଗ୍ରାମକୁ ଯାଇଥିବା ବେଳେ ବଣୁଆହାତୀ ହାବୁଡ଼ରେ ପଡିଯାଇଥିଲେ । ତେବେ ଏହି ଘଟଣା ଶୁକ୍ରବାର ରାତିରେ ଘଟିଥିବା ବେଳେ ଗାଁ ଅଞ୍ଚଳକୁ ହାତୀପଲ ଆସିଥିବାରୁ ଭୟରେ ଘରୁ କେହି ବାହାରିନଥିଲେ । ସେଥିପାଇଁ ଶନିବାର ସକାଳେ ଗ୍ରାମବାସୀ ଏହି ଘଟଣା ବାବଦରେ ଜାଣି ବେତନଟୀ ବନବିଭାଗକୁ ଖବର ଦେଇଥିଲେ । ବେତନଟୀ ବନବିଭାଗ ଶବ ଜବତ କରି ବ୍ୟବଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ଆଣିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର