ନକଲି ମଦ ତିଆରି କାରଖାନାରେ ଚଢାଉ, ୧ ଗିରଫ

The Sakala Picture
Published On

ବଡସାହି: ବଡସାହି ଥାନା ଅଧିନ ଉଠାଣୀ ନୂଆଗାଁ ଗ୍ରାମରେ ପୂର୍ବରୁ ବେଆଇନ ନକଲି ମଦ ତିଆରି କାରଖାନା ଚାଲୁ ରହିଥିବା ବେଳେ ବହୁ ସମୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏହା ସତ୍ୱେ ମଧ୍ୟ ଏହା ଥମିବାର ନାଁ ଧରୁନି। ପୁଣି ଏହି ଗ୍ରାମରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉ ଥିବାର ଅବକାରୀ ବିଭାଗ ଖବର ପାଇ ମଙ୍ଗଳବାର ସକାଳେ ଚଢଉ କରିଛି। ଫଳରେ ମୁଖ୍ୟ […]

ବଡସାହି: ବଡସାହି ଥାନା ଅଧିନ ଉଠାଣୀ ନୂଆଗାଁ ଗ୍ରାମରେ ପୂର୍ବରୁ ବେଆଇନ ନକଲି ମଦ ତିଆରି କାରଖାନା ଚାଲୁ ରହିଥିବା ବେଳେ ବହୁ ସମୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏହା ସତ୍ୱେ ମଧ୍ୟ ଏହା ଥମିବାର ନାଁ ଧରୁନି। ପୁଣି ଏହି ଗ୍ରାମରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉ ଥିବାର ଅବକାରୀ ବିଭାଗ ଖବର ପାଇ ମଙ୍ଗଳବାର ସକାଳେ ଚଢଉ କରିଛି। ଫଳରେ ମୁଖ୍ୟ ଅଭିଯୁକ୍ତ ଚକ୍ରଧର ନାୟକଙ୍କ ପୁଅ ବିକର୍ତନ ନାୟକ(୩୯)ଙ୍କୁ ଗିରଫ୍‍ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ କେସ ନମ୍ବର-୨୧/୨୧ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମଦ ପ୍ରସ୍ତୁତି, ପ୍ରଚ୍ଛଦ ପଟର ନାୟକ, କେଉଁ କେଉଁ ସ୍ଥାନରେ ଏହି ମଦ ବିକ୍ରି କରାଯାଉ ଥିଲା ଓ ମଦ ପ୍ରସ୍ତୁତ ପାଇଁ ସାମଗ୍ରୀ କେଉଁ ଠାରୁ ଅଣାଯାଉଥିଲା। ଏହାର ବିଧିବଦ୍ଧ ତଦନ୍ତ ଜାରି ରହିଥିବା ବେଳେ ବୁଧୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଅଭିଯୁକ୍ତଙ୍କ ଘରୁ ଏମ.ସି ନମ୍ବର-୧ ମଦ ୧୬୦ ବୋତଲ, ସ୍ପିରିଟ ୩୫ ଲିଟର, ଲିକ୍ୟୁଇଡ କାରାମେଲ କଲର ୧କେ.ଜି, ୧୮୦ଏମଏଲ ବୋତଲ ୪୭୦ପିସ୍‍, ୯୮୦ଟି ରବର ପାଇପ୍‍, ନକଲି କ୍ୟାପ୍‍,  ନକଲି ଇଏଏଲ ୬୮୯ପିସ୍‍ ଏବଂ ଗୋଟିଏ ସିଲିଙ୍ଗ ମେସିନ ଜବତ କରାଯାଇଥିବାର ବିଭାଗ ସୂତ୍ରରୁ ଜଣାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

08 Jun 2021 By The Sakala

ନକଲି ମଦ ତିଆରି କାରଖାନାରେ ଚଢାଉ, ୧ ଗିରଫ

ବଡସାହି: ବଡସାହି ଥାନା ଅଧିନ ଉଠାଣୀ ନୂଆଗାଁ ଗ୍ରାମରେ ପୂର୍ବରୁ ବେଆଇନ ନକଲି ମଦ ତିଆରି କାରଖାନା ଚାଲୁ ରହିଥିବା ବେଳେ ବହୁ ସମୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏହା ସତ୍ୱେ ମଧ୍ୟ ଏହା ଥମିବାର ନାଁ ଧରୁନି। ପୁଣି ଏହି ଗ୍ରାମରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉ ଥିବାର ଅବକାରୀ ବିଭାଗ ଖବର ପାଇ ମଙ୍ଗଳବାର ସକାଳେ ଚଢଉ କରିଛି। ଫଳରେ ମୁଖ୍ୟ ଅଭିଯୁକ୍ତ ଚକ୍ରଧର ନାୟକଙ୍କ ପୁଅ ବିକର୍ତନ ନାୟକ(୩୯)ଙ୍କୁ ଗିରଫ୍‍ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ କେସ ନମ୍ବର-୨୧/୨୧ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମଦ ପ୍ରସ୍ତୁତି, ପ୍ରଚ୍ଛଦ ପଟର ନାୟକ, କେଉଁ କେଉଁ ସ୍ଥାନରେ ଏହି ମଦ ବିକ୍ରି କରାଯାଉ ଥିଲା ଓ ମଦ ପ୍ରସ୍ତୁତ ପାଇଁ ସାମଗ୍ରୀ କେଉଁ ଠାରୁ ଅଣାଯାଉଥିଲା। ଏହାର ବିଧିବଦ୍ଧ ତଦନ୍ତ ଜାରି ରହିଥିବା ବେଳେ ବୁଧୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ଅଭିଯୁକ୍ତଙ୍କ ଘରୁ ଏମ.ସି ନମ୍ବର-୧ ମଦ ୧୬୦ ବୋତଲ, ସ୍ପିରିଟ ୩୫ ଲିଟର, ଲିକ୍ୟୁଇଡ କାରାମେଲ କଲର ୧କେ.ଜି, ୧୮୦ଏମଏଲ ବୋତଲ ୪୭୦ପିସ୍‍, ୯୮୦ଟି ରବର ପାଇପ୍‍, ନକଲି କ୍ୟାପ୍‍,  ନକଲି ଇଏଏଲ ୬୮୯ପିସ୍‍ ଏବଂ ଗୋଟିଏ ସିଲିଙ୍ଗ ମେସିନ ଜବତ କରାଯାଇଥିବାର ବିଭାଗ ସୂତ୍ରରୁ ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର