ବୈଶିଙ୍ଗାରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ମୃତ

The Sakala Picture
Published On

ବୈଶିଙ୍ଗା: ରବିବାର ସକାଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଇଲାକାରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବୈଶିଙ୍ଗା-ରୁପସା ରାସ୍ତାରେ ମହୁରୀ ଗ୍ରାମର କଣ୍ଡରୁ ଓରଫ ସର୍ବେଶ୍ବର ରଣା(୭୦)ଙ୍କୁ ଏକ ଡମ୍ଫର ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେ ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି । ସ୍ବର୍ଗତ ସର୍ବେଶ୍ବର ପ୍ରତିଦିନ ଭଳି ସାଇକେଲ ଯୋଗେ ଘରକୁ ଫେରୁଥିବା […]

ବୈଶିଙ୍ଗା: ରବିବାର ସକାଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଇଲାକାରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବୈଶିଙ୍ଗା-ରୁପସା ରାସ୍ତାରେ ମହୁରୀ ଗ୍ରାମର କଣ୍ଡରୁ ଓରଫ ସର୍ବେଶ୍ବର ରଣା(୭୦)ଙ୍କୁ ଏକ ଡମ୍ଫର ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେ ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି । ସ୍ବର୍ଗତ ସର୍ବେଶ୍ବର ପ୍ରତିଦିନ ଭଳି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମହୁରୀ ଛକ ଅତିକ୍ରମ ସମୟରେ ରୁପସା ପଟୁ ଦ୍ରୁତଗତିରେ ଆସୁଥିବା ଡମ୍ଫରଟି ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅନ୍ୟ ଏକ ଘଟଣାରେ ହାତୀଝୁରୀ ଗ୍ରାମ ନିକଟରେ ବାଙ୍ଗିରିପୋଷି – ପୁରୀ ସୁପରଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅପରିଚିତ ଯୁବକଙ୍କ ମୃତ୍ୟ ଘଟିଛି । ଟ୍ରେନ ଆସୁଥିବା ସମୟରେ ଯୁବକ ଜଣଙ୍କ ସମ୍ମୁଖକୁ ଡେଇଁ ପଡିଥିଲେ । ଉଭୟ ଘଟଣାରେ ଯଥାକ୍ରମେ ବୈଶିଙ୍ଗା ଓ ରେଳବାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

18 Jun 2023 By The Sakala

ବୈଶିଙ୍ଗାରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ମୃତ

ବୈଶିଙ୍ଗା: ରବିବାର ସକାଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଇଲାକାରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବୈଶିଙ୍ଗା-ରୁପସା ରାସ୍ତାରେ ମହୁରୀ ଗ୍ରାମର କଣ୍ଡରୁ ଓରଫ ସର୍ବେଶ୍ବର ରଣା(୭୦)ଙ୍କୁ ଏକ ଡମ୍ଫର ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେ ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି । ସ୍ବର୍ଗତ ସର୍ବେଶ୍ବର ପ୍ରତିଦିନ ଭଳି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମହୁରୀ ଛକ ଅତିକ୍ରମ ସମୟରେ ରୁପସା ପଟୁ ଦ୍ରୁତଗତିରେ ଆସୁଥିବା ଡମ୍ଫରଟି ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ଅନ୍ୟ ଏକ ଘଟଣାରେ ହାତୀଝୁରୀ ଗ୍ରାମ ନିକଟରେ ବାଙ୍ଗିରିପୋଷି – ପୁରୀ ସୁପରଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅପରିଚିତ ଯୁବକଙ୍କ ମୃତ୍ୟ ଘଟିଛି । ଟ୍ରେନ ଆସୁଥିବା ସମୟରେ ଯୁବକ ଜଣଙ୍କ ସମ୍ମୁଖକୁ ଡେଇଁ ପଡିଥିଲେ । ଉଭୟ ଘଟଣାରେ ଯଥାକ୍ରମେ ବୈଶିଙ୍ଗା ଓ ରେଳବାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

https://www.thesakala.in/latest-odisha-news/mayurbhanj/2-killed-in-separate-road-accidents-in-baisinga-mayurbhanj/article-22697
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର