ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ

The Sakala Picture
Published On

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ। ଶନିବାର ସକାଳେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ଦଳର ୫ଟି ସ୍ଥାନରେ ଚଢାଉ। ବାରିପଦା କାର୍ଯ୍ୟାଳୟ, ତେନ୍ତୁଳିଡିଙ୍ଗା-ଗାଙ୍ଗରାଜସ୍ଥିତ ବାସଭବନ, ତାଙ୍କ ଶ୍ବଶୁର ଘର ଓ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢାଉ ଜାରିରହିଛି। ଆୟବହିର୍ଭୂତ ସମ୍ପତ୍ତି ପାଇଁ ଏହି ଚଢାଉ ଜାରି ରହିଛି କିରାଣୀ ଜଣଙ୍କ ହେଲେ ରାମଚନ୍ଦ୍ର ସେନ। ସେ ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

17 Jun 2023 By The Sakala

ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ। ଶନିବାର ସକାଳେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ଦଳର ୫ଟି ସ୍ଥାନରେ ଚଢାଉ। ବାରିପଦା କାର୍ଯ୍ୟାଳୟ, ତେନ୍ତୁଳିଡିଙ୍ଗା-ଗାଙ୍ଗରାଜସ୍ଥିତ ବାସଭବନ, ତାଙ୍କ ଶ୍ବଶୁର ଘର ଓ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢାଉ ଜାରିରହିଛି। ଆୟବହିର୍ଭୂତ ସମ୍ପତ୍ତି ପାଇଁ ଏହି ଚଢାଉ ଜାରି ରହିଛି କିରାଣୀ ଜଣଙ୍କ ହେଲେ ରାମଚନ୍ଦ୍ର ସେନ। ସେ ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର