ବେତନଟୀ ରେଞ୍ଜରେ ହାତୀ ଶାବକର ମୃତ୍ୟୁ, ବନବିଭାଗ କରୁଛି ତଦନ୍ତ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅନ୍ତର୍ଗତ ଅଶନବଣି ସଂରକ୍ଷିତ ଜଙ୍ଗଲର ଭଦ୍ରାଶୁଳ ଗ୍ରାମ ନିକଟରେ ଏକ ୬ ମାସର ହାତୀ ଛୁଆର ମୃତ ଦେହକୁ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗତ କିଛି ଦିନ ଧରି ସେହି ଜଙ୍ଗଲରେ ଝାଡ଼ଖଣ୍ଡରୁ ଆସିଥିବା ହାତୀପଲ ରହିଥିଲେ। ତେବେ ଏହି ହାତୀ ଛୁଆର ମୃତ୍ୟୁ ସ୍ୱାଭାବିକ ଭାବରେ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ସଠିକ ଖବର ଜଣାପଡ଼ିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର