ବାରିପଦାର ପିଆରଏମ୍ ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ

The Sakala Picture
Published On

ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଶିଶୁ ବଦଳ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲ ପରେ ବର୍ତ୍ତମାନ ବାରିପଦା ପିଆରଏମ୍ ମେଡିକାଲ କଲେଜରୁ ଆସିଛି ଏଭଳି ଅଭିଯୋଗ । ମୟୂରଭଞ୍ଜ ବାରିପଦାର ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି ଅଞ୍ଚଳର ରଙ୍ଗଲାଲ ସିଂ। ଅଭିଯୋଗ ଅନୁସାରେ ବୁଧବାର ତାଙ୍କ ପତ୍ନୀ ରଶ୍ମିତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶିଶୁକନ୍ୟା […]

ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଶିଶୁ ବଦଳ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲ ପରେ ବର୍ତ୍ତମାନ ବାରିପଦା ପିଆରଏମ୍ ମେଡିକାଲ କଲେଜରୁ ଆସିଛି ଏଭଳି ଅଭିଯୋଗ । ମୟୂରଭଞ୍ଜ ବାରିପଦାର ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି ଅଞ୍ଚଳର ରଙ୍ଗଲାଲ ସିଂ। ଅଭିଯୋଗ ଅନୁସାରେ ବୁଧବାର ତାଙ୍କ ପତ୍ନୀ ରଶ୍ମିତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶିଶୁକନ୍ୟା ହସ୍ତାନ୍ତର କରା ଯାଉଥିଲା।  ତେବେ ଡିଏନଏ ଟେଷ୍ଟ ପାଇଁ  ପରିବାର ଲୋକେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

29 Sep 2023 By The Sakala

ବାରିପଦାର ପିଆରଏମ୍ ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ

ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଶିଶୁ ବଦଳ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲ ପରେ ବର୍ତ୍ତମାନ ବାରିପଦା ପିଆରଏମ୍ ମେଡିକାଲ କଲେଜରୁ ଆସିଛି ଏଭଳି ଅଭିଯୋଗ । ମୟୂରଭଞ୍ଜ ବାରିପଦାର ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି ଅଞ୍ଚଳର ରଙ୍ଗଲାଲ ସିଂ। ଅଭିଯୋଗ ଅନୁସାରେ ବୁଧବାର ତାଙ୍କ ପତ୍ନୀ ରଶ୍ମିତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶିଶୁକନ୍ୟା ହସ୍ତାନ୍ତର କରା ଯାଉଥିଲା।  ତେବେ ଡିଏନଏ ଟେଷ୍ଟ ପାଇଁ  ପରିବାର ଲୋକେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର