ବାତ୍ୟା ଗୁଲାବ ପ୍ରଭାବ: କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି, ରାଲେଗଡ଼ା ଠାରେ ମାଟି ଅତଡ଼ା ଖସିବାରୁ ଯାତାୟତ ଠପ୍
କୋରାପୁଟ: ବାତ୍ୟା ଗୁଲାବ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ଗୁଲାବର ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି। ଆଜି ପାହାନ୍ତିଆରେ ପଟ୍ଟାଙ୍ଗି ଓ କୁନ୍ଦୁଲି ମଧ୍ୟରେ ଜାତୀୟ ରାଜପଥ ଉପରେର ଏକ ବିଶାଳ ଗଛ ଭାଙ୍ଗି ପଡିଯାଇଛି।ଫଳରେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଆସୁଥିବା ବସ ଗୁଡିକ ରାସ୍ତାରେ ହିଁ ଅଟକି ରହିଛି। ତେବେ ପଟ୍ଟାଙ୍ଗିରେ ଅବସ୍ଥାପିତ ଏନଡିଆରଏଫ ଟିମ […]
କୋରାପୁଟ: ବାତ୍ୟା ଗୁଲାବ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ଗୁଲାବର ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି। ଆଜି ପାହାନ୍ତିଆରେ ପଟ୍ଟାଙ୍ଗି ଓ କୁନ୍ଦୁଲି ମଧ୍ୟରେ ଜାତୀୟ ରାଜପଥ ଉପରେର ଏକ ବିଶାଳ ଗଛ ଭାଙ୍ଗି ପଡିଯାଇଛି।ଫଳରେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଆସୁଥିବା ବସ ଗୁଡିକ ରାସ୍ତାରେ ହିଁ ଅଟକି ରହିଛି। ତେବେ ପଟ୍ଟାଙ୍ଗିରେ ଅବସ୍ଥାପିତ ଏନଡିଆରଏଫ ଟିମ ଘଟଣାସ୍ଥଳକୁ ଯାଇ ରାସ୍ତା ସଫା କରିଥିବା ସୂଚନା ମିଳିଛି।

ସେହିପରି, ରାଲେଗଡ଼ା ଠାରେ ମାଟି ଅତଡ଼ା ଖସିବା ଯୋଗୁଁ ଜାତୀୟ ରାଜପଥ ୨୬ ବନ୍ଦ ହୋଇଯାଇଛି। ପଟ।ଙ୍ଗି ଠାରୁ ଆନ୍ଧ୍ର ପଯ୍ୟନ୍ତ ଯୋଗାଯୋଗ ବନ୍ଦ ରହିଛି। ଅନେକ କଚ୍ଚା ଘର ଭାଙ୍ଗି ଯାଇଛି । ଜିଲାର ୧୪ ଟି ବ୍ଲକ ରେ ୬୮୦.୯ ମିଲିମିଟର ବର୍ଷା ହୋଇଥିବ। ଜିଲ୍ଲା ଜରୁରୀ ବିଭାଗ ତରଫରୁ ଜଣାପଡିଛି। ଆଗାମୀ ୨୪ ଘଣ୍ଟା ଭିତରେ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଲୋକମାନଙ୍କୁ ବାହାରକୁ ଯାତ୍ରା ନ କରିବା ପାଇଁ ଜିଲ୍ଲାପାଳ ଟୁଇଟି କରି ଅନୁରୋଧ କରିଛନ୍ତି।