ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

The Sakala Picture
Published On

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ ଓରଫ୍ ଗାଙ୍ଗି ଏବଂ ଗୀତା ପୋଡିଆମୀ ଓରଫ ରଞ୍ଜିତା । ସେମାନେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟି ସଦସ୍ୟ ଥିଲେ । ମାଓବାଦୀଙ୍କ […]

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ ଓରଫ୍ ଗାଙ୍ଗି ଏବଂ ଗୀତା ପୋଡିଆମୀ ଓରଫ ରଞ୍ଜିତା । ସେମାନେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟି ସଦସ୍ୟ ଥିଲେ । ମାଓବାଦୀଙ୍କ ବିଚାରଧାରାରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

03 Oct 2021 By The Sakala

ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ ଓରଫ୍ ଗାଙ୍ଗି ଏବଂ ଗୀତା ପୋଡିଆମୀ ଓରଫ ରଞ୍ଜିତା । ସେମାନେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟି ସଦସ୍ୟ ଥିଲେ । ମାଓବାଦୀଙ୍କ ବିଚାରଧାରାରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି।

https://www.thesakala.in/latest-odisha-news/koraput/two-women-maoist-surrendered/article-5833
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର