କୋରାପୁଟରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

The Sakala Picture
Published On

କୋରାପୁଟ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୧୮.୮୩ ଏବଂ ଦ୍ରାଘିମା ୮୩.୨୧ ରେକର୍ଡ […]

କୋରାପୁଟ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୧୮.୮୩ ଏବଂ ଦ୍ରାଘିମା ୮୩.୨୧ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଦାମନଯୋଡି, ସୁନାବେଡା, ଲକ୍ଷ୍ମୀପୁର, ନାରାୟଣପାଟଣାରେ ଓ କୋରାପୁଟ ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ଏହା ପୂର୍ବରୁ ୨୦୨୦ ମସିହାରେ କୋରାପୁଟରେ ମୃଦୁ ଭୂକମ୍ପ ହୋଇଥିଲା । ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ଭୂକମ୍ପରେ ଥରିଥିଲା କୋରାପୁଟ । କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଅଞ୍ଚଳ ସମେତ ମାଲକାନଗିରିର ଗୋବିନ୍ଦପାଲି, ମାଥିଲି ଓ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

03 Mar 2023 By The Sakala

କୋରାପୁଟରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

କୋରାପୁଟ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୧୮.୮୩ ଏବଂ ଦ୍ରାଘିମା ୮୩.୨୧ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଦାମନଯୋଡି, ସୁନାବେଡା, ଲକ୍ଷ୍ମୀପୁର, ନାରାୟଣପାଟଣାରେ ଓ କୋରାପୁଟ ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ଏହା ପୂର୍ବରୁ ୨୦୨୦ ମସିହାରେ କୋରାପୁଟରେ ମୃଦୁ ଭୂକମ୍ପ ହୋଇଥିଲା । ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ଭୂକମ୍ପରେ ଥରିଥିଲା କୋରାପୁଟ । କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଅଞ୍ଚଳ ସମେତ ମାଲକାନଗିରିର ଗୋବିନ୍ଦପାଲି, ମାଥିଲି ଓ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର