ରାସ୍ତା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

The Sakala Picture
Published On

ଖୋର୍ଦ୍ଧା: ଖେର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ରଣପୁର ଥାନା ଭେରୁପଡା ଗ୍ରାମର ରଂଜନ ବୋଲି ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ, ରଣପୁରର ରାଜେଶ କୁମାର ପରିଡା ଓ ରଂଜନ ଏକ ପଲସର ବାଇକ ଯୋଗେ ଜଙ୍କିଆ ପଟୁ ଗୋଳବାଇ ଆଡକୁ ଯାଉଥିବା ବେଳେ ରଂଜନର ମୃତଦେହକୁ ଜାତୀୟ ରାଜପଥ ଉପରେ ପକାଇ ଦେଇ ରାଜେଶ ଦୁର୍ଘଟଣା ହୋଇଥିବା […]

ଖୋର୍ଦ୍ଧା: ଖେର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ରଣପୁର ଥାନା ଭେରୁପଡା ଗ୍ରାମର ରଂଜନ ବୋଲି ଜଣାପଡିଛି।

ସୂଚନାରୁ ଜଣାପଡିଛି ଯେ, ରଣପୁରର ରାଜେଶ କୁମାର ପରିଡା ଓ ରଂଜନ ଏକ ପଲସର ବାଇକ ଯୋଗେ ଜଙ୍କିଆ ପଟୁ ଗୋଳବାଇ ଆଡକୁ ଯାଉଥିବା ବେଳେ ରଂଜନର ମୃତଦେହକୁ ଜାତୀୟ ରାଜପଥ ଉପରେ ପକାଇ ଦେଇ ରାଜେଶ ଦୁର୍ଘଟଣା ହୋଇଥିବା ଅଭିନୟ କରି ରାସ୍ତା କଡରେ ବସି ରହିଥିଲେ। ଲୋକେ ଦେଖି ପୁଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।  ମୃତକ ଜଣଙ୍କର ପଛପଟ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ମୋଟର ସାଇକେଲ ଜବତ କରି ରାଜେଶକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

01 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର