ପାରିବାରିକ କଳହର କରୁଣ ପରିଣତି: ମହିଳାଙ୍କୁ ହତ୍ୟା କଲେ ଦୁଇ ଦେଢଶୁର ଓ ଦିଅର

The Sakala Picture
Published On

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଙ୍କାଳ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କର ଦୁଇ ଦେଢ଼ଶୁର ଓ ଜଣେ ଦିଅର ଘରୁ ଟାଣି ଆଣି ରାସ୍ତା ମଝିରେ ମାରଣାସ୍ତ୍ରରେ ବିଭତ୍ସ ହତ୍ୟା କରିଛନ୍ତି। ମୃତୁ ମହିଳା ଜଣଙ୍କ ହେଲେ ସୁବାଷ ରାଉତରାୟଙ୍କ ପତ୍ନୀ ମିନାକ୍ଷୀ ରାଉତରାୟ (୪୪)। ଖବର ନେବାରେ ଜଣାଯାଇଛି ଯେ, ସ୍ଵର୍ଗତ ହାଡୁ ରାଉତରାୟଙ୍କ ଚାରି ପୁଅ ମଧ୍ୟରୁ ଦୁଇ ଜଣ ଗ୍ରାମ […]

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଙ୍କାଳ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କର ଦୁଇ ଦେଢ଼ଶୁର ଓ ଜଣେ ଦିଅର ଘରୁ ଟାଣି ଆଣି ରାସ୍ତା ମଝିରେ ମାରଣାସ୍ତ୍ରରେ ବିଭତ୍ସ ହତ୍ୟା କରିଛନ୍ତି। ମୃତୁ ମହିଳା ଜଣଙ୍କ ହେଲେ ସୁବାଷ ରାଉତରାୟଙ୍କ ପତ୍ନୀ ମିନାକ୍ଷୀ ରାଉତରାୟ (୪୪)।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଖବର ନେବାରେ ଜଣାଯାଇଛି ଯେ, ସ୍ଵର୍ଗତ ହାଡୁ ରାଉତରାୟଙ୍କ ଚାରି ପୁଅ ମଧ୍ୟରୁ ଦୁଇ ଜଣ ଗ୍ରାମ ମଧ୍ୟରେ ରହୁଥିବା ବେଳେ ଆଉ ଦୁଇ ଜଣ ଅନ୍ୟତ୍ର ଗ୍ରାମରେ ଘର କରି ରହି ଆସୁଛନ୍ତି । ଚାରି ପୁଅ ମାନେ ବୃଦ୍ଧା ମାଆକୁ ଏକ ମାସ ଲେଖାଁଏ ପୋଷୁଥିବା ବେଳେ ମଝିଆ ପୁଅ ସୁବାଷ ରାଉତରାୟ ଏକ ମାସ ଘରେ ରଖିବା ପରେ ଅନ୍ୟ ଭାଇ ମାନଙ୍କ ପାଖକୁ ପଠାଇ ଥିଲେ । ହେଲେ ଅନ୍ୟ ଭାଇମାନେ ମାତ୍ର ଗୋଟିଏ ମାସ ପରେ ପୁଣି ବୁଢି ରୁଗଣା ମା’ କୁ ସୁବାଷ ଙ୍କ ଘରକୁ ପଠାଇ ଦେବାରେ ଏହାକୁ ନେଇ ସୋମବାର ସକାଳ ପ୍ରାୟ ୮ ଘଟିକା ସମୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଏହି ଝଗଡ଼ା ଉଗ୍ର ରୂପ ନେବାରେ ମିନାକ୍ଷୀଙ୍କ ଦୁଇ ଦେଢଶୁର ଲଷ୍ମୀ ରାଉତରାୟେ ଓ ବଇଁଶୀ ରାଉତରାୟଙ୍କ ସମେତ ଦିଅର ମାଧବ ରାଉତରାୟ ମିଶି ସଂଘବଧ ଭାବେ ସୁବାଷ ଙ୍କ ଘରେ ପସି ସୁବାଷଙ୍କ ସମେତ ତାଙ୍କ ବୋହୁକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାକୁ ପ୍ରତିବାଦ କରିବାରେ ସେମାନେ ମିନାକ୍ଷୀକୁ ଘରୁ ଟାଣି ଆଣି ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କ ଘର ସାମୁଖ ରାସ୍ତା ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ମିନାକ୍ଷୀ ଙ୍କ ମୃତୁ ହୋଇଯାଇଥିବା ବେଳେ ହତ୍ୟା ଭିଆଇ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

10 Oct 2022 By The Sakala

ପାରିବାରିକ କଳହର କରୁଣ ପରିଣତି: ମହିଳାଙ୍କୁ ହତ୍ୟା କଲେ ଦୁଇ ଦେଢଶୁର ଓ ଦିଅର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଗମ୍ଭାରୀମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଙ୍କାଳ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କର ଦୁଇ ଦେଢ଼ଶୁର ଓ ଜଣେ ଦିଅର ଘରୁ ଟାଣି ଆଣି ରାସ୍ତା ମଝିରେ ମାରଣାସ୍ତ୍ରରେ ବିଭତ୍ସ ହତ୍ୟା କରିଛନ୍ତି। ମୃତୁ ମହିଳା ଜଣଙ୍କ ହେଲେ ସୁବାଷ ରାଉତରାୟଙ୍କ ପତ୍ନୀ ମିନାକ୍ଷୀ ରାଉତରାୟ (୪୪)।

ଖବର ନେବାରେ ଜଣାଯାଇଛି ଯେ, ସ୍ଵର୍ଗତ ହାଡୁ ରାଉତରାୟଙ୍କ ଚାରି ପୁଅ ମଧ୍ୟରୁ ଦୁଇ ଜଣ ଗ୍ରାମ ମଧ୍ୟରେ ରହୁଥିବା ବେଳେ ଆଉ ଦୁଇ ଜଣ ଅନ୍ୟତ୍ର ଗ୍ରାମରେ ଘର କରି ରହି ଆସୁଛନ୍ତି । ଚାରି ପୁଅ ମାନେ ବୃଦ୍ଧା ମାଆକୁ ଏକ ମାସ ଲେଖାଁଏ ପୋଷୁଥିବା ବେଳେ ମଝିଆ ପୁଅ ସୁବାଷ ରାଉତରାୟ ଏକ ମାସ ଘରେ ରଖିବା ପରେ ଅନ୍ୟ ଭାଇ ମାନଙ୍କ ପାଖକୁ ପଠାଇ ଥିଲେ । ହେଲେ ଅନ୍ୟ ଭାଇମାନେ ମାତ୍ର ଗୋଟିଏ ମାସ ପରେ ପୁଣି ବୁଢି ରୁଗଣା ମା’ କୁ ସୁବାଷ ଙ୍କ ଘରକୁ ପଠାଇ ଦେବାରେ ଏହାକୁ ନେଇ ସୋମବାର ସକାଳ ପ୍ରାୟ ୮ ଘଟିକା ସମୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ଏହି ଝଗଡ଼ା ଉଗ୍ର ରୂପ ନେବାରେ ମିନାକ୍ଷୀଙ୍କ ଦୁଇ ଦେଢଶୁର ଲଷ୍ମୀ ରାଉତରାୟେ ଓ ବଇଁଶୀ ରାଉତରାୟଙ୍କ ସମେତ ଦିଅର ମାଧବ ରାଉତରାୟ ମିଶି ସଂଘବଧ ଭାବେ ସୁବାଷ ଙ୍କ ଘରେ ପସି ସୁବାଷଙ୍କ ସମେତ ତାଙ୍କ ବୋହୁକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାକୁ ପ୍ରତିବାଦ କରିବାରେ ସେମାନେ ମିନାକ୍ଷୀକୁ ଘରୁ ଟାଣି ଆଣି ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କ ଘର ସାମୁଖ ରାସ୍ତା ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ମିନାକ୍ଷୀ ଙ୍କ ମୃତୁ ହୋଇଯାଇଥିବା ବେଳେ ହତ୍ୟା ଭିଆଇ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର