ମନୋରଞ୍ଜନ
ଓଡ଼ିଶା
ଅଳିଆ ଗଦାରେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ଘଟଣା, ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଆଜି ଅପରାହ୍ନରେ ଏକ ପ୍ରେସମିଟ ଯୋଗେ ମହିଳାଙ୍କ ହତ୍ୟାକାରୀ ବିଷୟରେ ଖୁଲାସା କରିଛି। ଗତ ୧୨ ତାରିଖ ରାତିରେ ଦୁର୍ବୁତ୍ତ ଘଟାଇ ଥିଲା ଏକ ଅଭାବ ନିୟ ଘଟଣା। ରାସ୍ତା ପାର୍ଶ୍ଵରେ ପଡି ଥିବା ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହକୁ ଜବତ କରିଥିଲା ବାଣପୁର ପୋଲିସ। ସୂଚନା ମୁତାବକ ବାଣପୁର ତହସିଲ ରୋଡ ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ଅଳିଆ ଆବର୍ଜନା ଗଦାରୁ […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଆଜି ଅପରାହ୍ନରେ ଏକ ପ୍ରେସମିଟ ଯୋଗେ ମହିଳାଙ୍କ ହତ୍ୟାକାରୀ ବିଷୟରେ ଖୁଲାସା କରିଛି। ଗତ ୧୨ ତାରିଖ ରାତିରେ ଦୁର୍ବୁତ୍ତ ଘଟାଇ ଥିଲା ଏକ ଅଭାବ ନିୟ ଘଟଣା। ରାସ୍ତା ପାର୍ଶ୍ଵରେ ପଡି ଥିବା ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହକୁ ଜବତ କରିଥିଲା ବାଣପୁର ପୋଲିସ। ସୂଚନା ମୁତାବକ ବାଣପୁର ତହସିଲ ରୋଡ ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ପଡ଼ି ଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବାଣପୁର ପୁଲିସକୁ ମଧ୍ୟ ଖବର ଦେଇଥିଲେ। ଅଚିହ୍ନା ମୃତ ମହିଳାଙ୍କ ବେକ ଓ ଶରୀରର ବିଭିନ୍ନ ଜାଗାରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ହତ୍ୟା କରି ଫେରାର ହୋଇଯାଇଥିଲା।
ତେବେ ଏହାକୁ ଗମ୍ଭୀରତାର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ନିକଟରେ ଥୀବା ଏକ ଦୋକାନର ସିସି ଟିଭିକୁ ଯାଞ୍ଚ କରିଥିଲା। ସେଥିରୁ ପୋଲିସ ସ୍ପଷ୍ଟତାର ସହ ଜଣାବାକୁ ପାଇଥିଲା ଯେ କେହି ଦୁର୍ବୁତ୍ତ ରାତ୍ର ପ୍ରାୟ ୧.୧୮ ମିନିଟ ସମୟରେ କେହିଜଣେ ଦୁର୍ବୁତ୍ତ ଖଣ୍ଡା ସାହାଯ୍ୟରେ ଅଳିଆ ଗଦାରେ ବସିଥିବା ପାଗେଳୀକୁ ୬ ଥର ଚୋଟ ପକାଇ ହାଣି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣାରେ ବ୍ୟବହୁତ ହୋଇ ଥିବା ଖଣ୍ଡାକୁ ପୋଲିସ ଜବତ କରିଥିବା ବେଳେ ଆଜି ସମୃକ୍ତ ହତ୍ୟାକାରୀ ଚୈତନ୍ୟ ନାୟକ (୩୦) କୁ ଗିରଫ କରି କୋଟ ଚାଲାଣ କରିଛିl ତେବେ ଚୈତନ୍ୟର ଘର ବାଣପୁର ବିଜ୍ଞାପିତ ଅଞ୍ଚଳ ବଡହନ୍ତୁଆଡ ୧୧ ନମ୍ବର ୱାର୍ଡର ବାସିନ୍ଦା ହୋଇଥିବା ଜଣାଯାଇଛି।