ମାତିଛି ଗୋଠଛଡ଼ା ଦନ୍ତା: ଗାଁରେ ପଶି ଖାଇଯାଉଛି ଧାନ ଓ ଚାଉଳ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

The Sakala Picture
Published On

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠ ଛଡା ଦନ୍ତା । ଦୁଇଦିନ ହେଲା ଗୋଠ ଛଡା ଦନ୍ତା ପାଟଣା ରେଞ୍ଜ ର ଉଦୟପୁର , ରାଜନଗର, ଯମୁନାପଶି ବିଟ୍ ଅଞ୍ଚଳରେ ଆତଙ୍କ ଖେଳାଇଛି। ଅନ୍ୟ ହାତୀପଲଙ୍କ ଠାରୁ ଅଲଗା ହେଇଥିବାରୁ ଦନ୍ତା ହାତୀଟି ହିଂସ୍ର ହେବା ସହ ବିଳମ୍ବିତ ରାତିରେ ପୁରୁଣିଆ ଗ୍ରାମରେ ଆତଙ୍କ ଖେଳାଇଥିଲା। ଘରର କବାଟ ଝରକା ଖୋଲି ଧାନ ଚାଇଳ ଖାଇ ନଷ୍ଟ କରିବା ସହ ପନିପରିବା ଚାଷକୁ ମାଡି […]

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠ ଛଡା ଦନ୍ତା । ଦୁଇଦିନ ହେଲା ଗୋଠ ଛଡା ଦନ୍ତା ପାଟଣା ରେଞ୍ଜ ର ଉଦୟପୁର , ରାଜନଗର, ଯମୁନାପଶି ବିଟ୍ ଅଞ୍ଚଳରେ ଆତଙ୍କ ଖେଳାଇଛି। ଅନ୍ୟ ହାତୀପଲଙ୍କ ଠାରୁ ଅଲଗା ହେଇଥିବାରୁ ଦନ୍ତା ହାତୀଟି ହିଂସ୍ର ହେବା ସହ ବିଳମ୍ବିତ ରାତିରେ ପୁରୁଣିଆ ଗ୍ରାମରେ ଆତଙ୍କ ଖେଳାଇଥିଲା। ଘରର କବାଟ ଝରକା ଖୋଲି ଧାନ ଚାଇଳ ଖାଇ ନଷ୍ଟ କରିବା ସହ ପନିପରିବା ଚାଷକୁ ମାଡି ଚକଟି ନଷ୍ଟ କରିଛି। ବନ ବିଭାଗ ଉଦ୍ୟମରେ ଗୋଠ ଛଡା ଦନ୍ତାକୁ ଅନ୍ୟ ହାତୀପଲ ସହ ମିଶାଇକୁ ଚେଷ୍ଟା ଜାରି ରହିଛି । ଏବେ ଗୋଠ ଛଡା ଦନ୍ତା ଏବେ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛି। ଗାଁ ନିକଟରେ ଗୋଠ ଛଡା ଦନ୍ତା ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବ ଶୀଘ୍ର ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

21 Dec 2021 By The Sakala

ମାତିଛି ଗୋଠଛଡ଼ା ଦନ୍ତା: ଗାଁରେ ପଶି ଖାଇଯାଉଛି ଧାନ ଓ ଚାଉଳ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠ ଛଡା ଦନ୍ତା । ଦୁଇଦିନ ହେଲା ଗୋଠ ଛଡା ଦନ୍ତା ପାଟଣା ରେଞ୍ଜ ର ଉଦୟପୁର , ରାଜନଗର, ଯମୁନାପଶି ବିଟ୍ ଅଞ୍ଚଳରେ ଆତଙ୍କ ଖେଳାଇଛି। ଅନ୍ୟ ହାତୀପଲଙ୍କ ଠାରୁ ଅଲଗା ହେଇଥିବାରୁ ଦନ୍ତା ହାତୀଟି ହିଂସ୍ର ହେବା ସହ ବିଳମ୍ବିତ ରାତିରେ ପୁରୁଣିଆ ଗ୍ରାମରେ ଆତଙ୍କ ଖେଳାଇଥିଲା। ଘରର କବାଟ ଝରକା ଖୋଲି ଧାନ ଚାଇଳ ଖାଇ ନଷ୍ଟ କରିବା ସହ ପନିପରିବା ଚାଷକୁ ମାଡି ଚକଟି ନଷ୍ଟ କରିଛି। ବନ ବିଭାଗ ଉଦ୍ୟମରେ ଗୋଠ ଛଡା ଦନ୍ତାକୁ ଅନ୍ୟ ହାତୀପଲ ସହ ମିଶାଇକୁ ଚେଷ୍ଟା ଜାରି ରହିଛି । ଏବେ ଗୋଠ ଛଡା ଦନ୍ତା ଏବେ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛି। ଗାଁ ନିକଟରେ ଗୋଠ ଛଡା ଦନ୍ତା ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବ ଶୀଘ୍ର ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର