ମୋବାଇଲ ନ ଦେଖିବାକୁ ମା’ କହିବାରୁ ବିଷ ପିଇଦେଲା ପୁଅ, ମେଡିକାଲରେ ଭର୍ତ୍ତି

The Sakala Picture
Published On

କେନ୍ଦୁଝର: ମୋବାଇଲ ପାଇଁ ବିଷ ପିଇଲା ଅଷ୍ଟମ ଶ୍ରେଣୀର ଛାତ୍ର । କେନ୍ଦୁଝର ସଦର ଥାନା ବରଦାପାଳ ଗ୍ରାମର ଯୋଶଦା ମୁଣ୍ଡାଙ୍କ ପୁଅ ସିପୁନ ମୁଣ୍ଡା ବାପାଙ୍କ ମୋବାଇଲରେ ବାରମ୍ବାର ଗେମ ଖେଳୁଥିଲା । ମା’ ପ୍ରତିବାଦ କରିବାରୁ ବିଷ(ଦାନାଦାର) ପିଇଦେଲା ଛାତ୍ର । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସୂଚନାଯୋଗ୍ୟ, ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। ପାଠ ନ ପଢି […]

କେନ୍ଦୁଝର: ମୋବାଇଲ ପାଇଁ ବିଷ ପିଇଲା ଅଷ୍ଟମ ଶ୍ରେଣୀର ଛାତ୍ର । କେନ୍ଦୁଝର ସଦର ଥାନା ବରଦାପାଳ ଗ୍ରାମର ଯୋଶଦା ମୁଣ୍ଡାଙ୍କ ପୁଅ ସିପୁନ ମୁଣ୍ଡା ବାପାଙ୍କ ମୋବାଇଲରେ ବାରମ୍ବାର ଗେମ ଖେଳୁଥିଲା । ମା’ ପ୍ରତିବାଦ କରିବାରୁ ବିଷ(ଦାନାଦାର) ପିଇଦେଲା ଛାତ୍ର । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ସୂଚନାଯୋଗ୍ୟ, ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। ପାଠ ନ ପଢି ସବୁବେଳେ ମୋବାଇଲ କାହିଁକି ଦେଖୁଛୁ କହିବା ସହ ଆକଟ କରିଥିଲା ମା’ । ଏହି ସାମାନ୍ୟ କଥାକୁ ନେଇ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଆତ୍ମହତ୍ୟା, ବିଭାଗୀୟ ଅଧିକାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp