କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ନବଜାତ ଶିଶୁପୁତ୍ର ଉଧାର

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁପୁତ୍ରକୁ ଉଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ର କେହି ରଖି ଦେଇ ତା ଉପରେ ଏକ ବ୍ୟାଗ ଘୋଡାଇ ଦେଇଥିଲେ। କେହି ଏବାବଦରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଶିଶୁ ଟିକୁ ଉଧାର କରି ଏସ ଏନ ସିୟୁ ରେ ଭର୍ତି କରିଛନ୍ତି। […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁପୁତ୍ରକୁ ଉଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ର କେହି ରଖି ଦେଇ ତା ଉପରେ ଏକ ବ୍ୟାଗ ଘୋଡାଇ ଦେଇଥିଲେ। କେହି ଏବାବଦରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଶିଶୁ ଟିକୁ ଉଧାର କରି ଏସ ଏନ ସିୟୁ ରେ ଭର୍ତି କରିଛନ୍ତି। ଶିଶୁଟିର ସ୍ୱାସ୍ଥ୍ୟ ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନାମିଳିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌

07 Dec 2022 By The Sakala

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ନବଜାତ ଶିଶୁପୁତ୍ର ଉଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁପୁତ୍ରକୁ ଉଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ର କେହି ରଖି ଦେଇ ତା ଉପରେ ଏକ ବ୍ୟାଗ ଘୋଡାଇ ଦେଇଥିଲେ। କେହି ଏବାବଦରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଶିଶୁ ଟିକୁ ଉଧାର କରି ଏସ ଏନ ସିୟୁ ରେ ଭର୍ତି କରିଛନ୍ତି। ଶିଶୁଟିର ସ୍ୱାସ୍ଥ୍ୟ ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନାମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର