ଲଗାଣ ବର୍ଷା ପ୍ରଭାବରେ ଜୁଡ଼ିଆ ଘାଟିରୁ ଖସିଲା ପଥର, ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡିମୋଟର ଚଳାଚଳ ବନ୍ଦ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଛି।ଏହାର ପ୍ରଭାବରେ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଜୁଡ଼ିଆ ଘାଟିରୁ ବଡ଼ବଡ଼ ପଥର ଖସିବାରୁ ରାସ୍ତାରେ ଗୋଟିଏ ପଟେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଶନିବାର ସକାଳୁ କେନ୍ଦୁଝର ଆଡୁ କାଞ୍ଜିପାଣି ରାସ୍ତାର ଜୁଡ଼ିଆ ଘାଟି ଉପରୁ ଦୁଇଟି ବଡ଼ବଡ଼ ପଥର ରାସ୍ତା ଉପରେ ଖସିପିଡ଼ିଥିଲା। ସେତେବେଳେ ଏଠାରେ କୌଣସି ଗାଡିମୋଟର ଯା ଉନଥିବାରୁ କୌଣସି ଅଘଟଣ ଘଟି ନାହିଁ।କିନ୍ତୁ ଗୋଟିଏ ପଟେ ରାସ୍ତା ବନ୍ଦ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଛି।ଏହାର ପ୍ରଭାବରେ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଜୁଡ଼ିଆ ଘାଟିରୁ ବଡ଼ବଡ଼ ପଥର ଖସିବାରୁ ରାସ୍ତାରେ ଗୋଟିଏ ପଟେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଶନିବାର ସକାଳୁ କେନ୍ଦୁଝର ଆଡୁ କାଞ୍ଜିପାଣି ରାସ୍ତାର ଜୁଡ଼ିଆ ଘାଟି ଉପରୁ ଦୁଇଟି ବଡ଼ବଡ଼ ପଥର ରାସ୍ତା ଉପରେ ଖସିପିଡ଼ିଥିଲା। ସେତେବେଳେ ଏଠାରେ କୌଣସି ଗାଡିମୋଟର ଯା ଉନଥିବାରୁ କୌଣସି ଅଘଟଣ ଘଟି ନାହିଁ।କିନ୍ତୁ ଗୋଟିଏ ପଟେ ରାସ୍ତା ବନ୍ଦ ରହିଛି। ଜେସିବି ମେସିନ ସାହାଯ୍ୟରେ ପଥର ଗୁଡିକୁ ହଟାଇବାକୁ କାମ ଚାଲିଛି। ଏନ ଏଚ ଆଇ କର୍ମଚାରୀ ସେଠାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ 14 ତାରିଖରେ ମଧ୍ୟ ଲଗାଣ ବର୍ଷା ବେଳେ ଘାଟିରୁ ପଥର ଖସି ଗାଡିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

20 Aug 2022 By The Sakala

ଲଗାଣ ବର୍ଷା ପ୍ରଭାବରେ ଜୁଡ଼ିଆ ଘାଟିରୁ ଖସିଲା ପଥର, ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡିମୋଟର ଚଳାଚଳ ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଛି।ଏହାର ପ୍ରଭାବରେ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଜୁଡ଼ିଆ ଘାଟିରୁ ବଡ଼ବଡ଼ ପଥର ଖସିବାରୁ ରାସ୍ତାରେ ଗୋଟିଏ ପଟେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଶନିବାର ସକାଳୁ କେନ୍ଦୁଝର ଆଡୁ କାଞ୍ଜିପାଣି ରାସ୍ତାର ଜୁଡ଼ିଆ ଘାଟି ଉପରୁ ଦୁଇଟି ବଡ଼ବଡ଼ ପଥର ରାସ୍ତା ଉପରେ ଖସିପିଡ଼ିଥିଲା। ସେତେବେଳେ ଏଠାରେ କୌଣସି ଗାଡିମୋଟର ଯା ଉନଥିବାରୁ କୌଣସି ଅଘଟଣ ଘଟି ନାହିଁ।କିନ୍ତୁ ଗୋଟିଏ ପଟେ ରାସ୍ତା ବନ୍ଦ ରହିଛି। ଜେସିବି ମେସିନ ସାହାଯ୍ୟରେ ପଥର ଗୁଡିକୁ ହଟାଇବାକୁ କାମ ଚାଲିଛି। ଏନ ଏଚ ଆଇ କର୍ମଚାରୀ ସେଠାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ 14 ତାରିଖରେ ମଧ୍ୟ ଲଗାଣ ବର୍ଷା ବେଳେ ଘାଟିରୁ ପଥର ଖସି ଗାଡିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର