୧୭ ଆନ୍ତେବାସୀ ଝାଡା ରୋଗରେ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଗୋନାସିକା ଆଶ୍ରମ ସ୍କୁଲର ୧୭ଜଣ ଆନ୍ତେବାସୀ ଝାଡା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋନାସିକା ଆଶ୍ରମ ସ୍କୁଲରେ ୩ ଶହ ଜଣ ପିଲା ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ତେଣୁ ପିଲାମାନେ ପାଇପ ପାଣି ବ୍ୟବହାର କରୁଛନ୍ତି। ଫଳରେ ହଷ୍ଟେଲରେ ରହୁଥିବା ୧୭ ଜଣ ଏହି ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ସେଠାକାର ଏଏନଏମ ରୀନା […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଗୋନାସିକା ଆଶ୍ରମ ସ୍କୁଲର ୧୭ଜଣ ଆନ୍ତେବାସୀ ଝାଡା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋନାସିକା ଆଶ୍ରମ ସ୍କୁଲରେ ୩ ଶହ ଜଣ ପିଲା ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ତେଣୁ ପିଲାମାନେ ପାଇପ ପାଣି ବ୍ୟବହାର କରୁଛନ୍ତି। ଫଳରେ ହଷ୍ଟେଲରେ ରହୁଥିବା ୧୭ ଜଣ ଏହି ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ସେଠାକାର ଏଏନଏମ ରୀନା ସାହୁ ଏବଂ ମାଟ୍ରନ ରେବତୀ ପାତ୍ର ଜେଡିଏ ଆମ୍ବୁଲାନ୍ସରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଇଛନ୍ତି। ଦୂଷିତ ପାଣି ପାଇଁ ଏଭଳି ହୋଇଥାଇପାରେ ବୋଲି ଡାକ୍ତର କହୁଥିବା ବେଳେ ତୁରନ୍ତ ସେଠାକୁ ଡାକ୍ତରୀ ଟିମ ପଠାଇବାକୁ ଅବିଭାବକ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର