କୋଭିଡ ନିୟମ ଉଲ୍ଲଙ୍ଘନ: ୧୦ ବ୍ୟବସାୟୀଙ୍କୁ ଉଠାଇନେଲା ପୁୁଲିସ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଟାଉନ ଥାନା ପୁଲିସ ଉଠାଇ ନେଇ ପ୍ରତିଷ୍ଠାନକୁ ସିଲ କରିଦେଇଛି। ପୁଲିସ ପକ୍ଷରୁ ସଚେତନ କରାଯିବା ପରେ ବି ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବାରମ୍ବାର କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ପୁଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି। ଏଥିସହିତ ଗୁରୁବାର କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ରାସ୍ତା […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଟାଉନ ଥାନା ପୁଲିସ ଉଠାଇ ନେଇ ପ୍ରତିଷ୍ଠାନକୁ ସିଲ କରିଦେଇଛି। ପୁଲିସ ପକ୍ଷରୁ ସଚେତନ କରାଯିବା ପରେ ବି ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବାରମ୍ବାର କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ପୁଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି। ଏଥିସହିତ ଗୁରୁବାର କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ରାସ୍ତା କଡର ପରିବା ଦୋକାନୀ, ବାଇକ ଆରୋହୀ ଓ ଅନ୍ୟମାନଙ୍କ ଠାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

10 Jun 2021 By The Sakala

କୋଭିଡ ନିୟମ ଉଲ୍ଲଙ୍ଘନ: ୧୦ ବ୍ୟବସାୟୀଙ୍କୁ ଉଠାଇନେଲା ପୁୁଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଟାଉନ ଥାନା ପୁଲିସ ଉଠାଇ ନେଇ ପ୍ରତିଷ୍ଠାନକୁ ସିଲ କରିଦେଇଛି। ପୁଲିସ ପକ୍ଷରୁ ସଚେତନ କରାଯିବା ପରେ ବି ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବାରମ୍ବାର କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ପୁଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି। ଏଥିସହିତ ଗୁରୁବାର କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ରାସ୍ତା କଡର ପରିବା ଦୋକାନୀ, ବାଇକ ଆରୋହୀ ଓ ଅନ୍ୟମାନଙ୍କ ଠାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର