କରୋନା କଟକଣା : ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିଲା ଅନୁମତି

The Sakala Picture
Published On

ଭୁବନେଶ୍ୱର: କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କର ଅନୁମତି ପରେ ଏବେ କଳାକାରଙ୍କ ଏବଂ ଦର୍ଶକଙ୍କ ମନରେ ଖୁସିର ଲହରି। ୨୦ତାରିଖରୁ ରାଜ୍ୟରେ ସାଂସ୍କୃତି କାର୍ଯ୍ୟକ୍ରମ, ଯାତ୍ରା, ଅପେରାକୁ, ମୁକ୍ତାକାଶ ରଙ୍ଗମଞ୍ଚ ଓ ପଥପ୍ରାନ୍ତକୁ ଅନୁମତି ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିବ ଯାତ୍ରା ଓ ଅପେରା। କରୋନା କଟକଣାକୁ ଅବଲମ୍ବନ କରି […]

ଭୁବନେଶ୍ୱର: କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କର ଅନୁମତି ପରେ ଏବେ କଳାକାରଙ୍କ ଏବଂ ଦର୍ଶକଙ୍କ ମନରେ ଖୁସିର ଲହରି। ୨୦ତାରିଖରୁ ରାଜ୍ୟରେ ସାଂସ୍କୃତି କାର୍ଯ୍ୟକ୍ରମ, ଯାତ୍ରା, ଅପେରାକୁ, ମୁକ୍ତାକାଶ ରଙ୍ଗମଞ୍ଚ ଓ ପଥପ୍ରାନ୍ତକୁ ଅନୁମତି ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିବ ଯାତ୍ରା ଓ ଅପେରା।

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

କରୋନା କଟକଣାକୁ ଅବଲମ୍ବନ କରି କରାଯିବ ସାଂସ୍କୃତିକ କାର୍ଯ୍ୟକ୍ରମ। ତେବେ ଯାତ୍ରା ଓ ଅପେରାରେ ୨ହଜାରରୁ ଅଧିକ ଲୋକ ହୋଇପାରିବେ ନାହିଁ ବୋଲି ସରକାରଙ୍କର ନିର୍ଦ୍ଦେଶ ରହିଛି। ଯଦି ୨ ହଜାରରୁ ଅଧିକ ଲୋକ ଏକାଠି ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ସିଲ କରିଦିଆଯିବ। ଏହି ସବୁ କାର୍ଯ୍ୟକ୍ରମରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନେକ ସମୟରେ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ସମୟରେ ଅଧିକ ଗହଳି ହୋଇଥାଏ । ସେଥିପାଇଁ ଚଳିତ ଥର ଟିକେଟ୍ କାଉଣ୍ଟର ବଦଳରେ ଅନଲାଇନ୍‌ ମାଧ୍ୟମରେ ଟିକେଟ୍ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୫୦% ଦର୍ଶକରେ ଖୋଲିବ ସିନେମା ହଲ ଓ ଥିଏଟରେ। ଥିଏଟରକୁ ଯିବା ପାଇଁ ହେଲେ RTPCR ଟେଷ୍ଟ ରିପୋର୍ଟ ଓ କରୋନା ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସେହିପରି ଥଣ୍ଡା ଜ୍ୱର ଥିଲେ ଅନୁମତି ନଦେବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ମାନସ ଓ ସୁଲତାଙ୍କ କୃତଜ୍ଞତା; ନୂଆ ଦାୟିତ୍ୱ ପାଇଁ ଶଙ୍ଖ ଭବନରେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

20 Nov 2021 By The Sakala

କରୋନା କଟକଣା : ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିଲା ଅନୁମତି

ଭୁବନେଶ୍ୱର: କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କର ଅନୁମତି ପରେ ଏବେ କଳାକାରଙ୍କ ଏବଂ ଦର୍ଶକଙ୍କ ମନରେ ଖୁସିର ଲହରି। ୨୦ତାରିଖରୁ ରାଜ୍ୟରେ ସାଂସ୍କୃତି କାର୍ଯ୍ୟକ୍ରମ, ଯାତ୍ରା, ଅପେରାକୁ, ମୁକ୍ତାକାଶ ରଙ୍ଗମଞ୍ଚ ଓ ପଥପ୍ରାନ୍ତକୁ ଅନୁମତି ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିବ ଯାତ୍ରା ଓ ଅପେରା।

କରୋନା କଟକଣାକୁ ଅବଲମ୍ବନ କରି କରାଯିବ ସାଂସ୍କୃତିକ କାର୍ଯ୍ୟକ୍ରମ। ତେବେ ଯାତ୍ରା ଓ ଅପେରାରେ ୨ହଜାରରୁ ଅଧିକ ଲୋକ ହୋଇପାରିବେ ନାହିଁ ବୋଲି ସରକାରଙ୍କର ନିର୍ଦ୍ଦେଶ ରହିଛି। ଯଦି ୨ ହଜାରରୁ ଅଧିକ ଲୋକ ଏକାଠି ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ସିଲ କରିଦିଆଯିବ। ଏହି ସବୁ କାର୍ଯ୍ୟକ୍ରମରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି।

ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନେକ ସମୟରେ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ସମୟରେ ଅଧିକ ଗହଳି ହୋଇଥାଏ । ସେଥିପାଇଁ ଚଳିତ ଥର ଟିକେଟ୍ କାଉଣ୍ଟର ବଦଳରେ ଅନଲାଇନ୍‌ ମାଧ୍ୟମରେ ଟିକେଟ୍ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୫୦% ଦର୍ଶକରେ ଖୋଲିବ ସିନେମା ହଲ ଓ ଥିଏଟରେ। ଥିଏଟରକୁ ଯିବା ପାଇଁ ହେଲେ RTPCR ଟେଷ୍ଟ ରିପୋର୍ଟ ଓ କରୋନା ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସେହିପରି ଥଣ୍ଡା ଜ୍ୱର ଥିଲେ ଅନୁମତି ନଦେବାକୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର