ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା

The Sakala Picture
Published On

ଫୁଲବାଣୀ:  ଖରସ୍ରୋତା ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଗାଡିଆପଡ଼ା ଗାଁ ନିକଟ ଖରସ୍ରୋତା ନାଳରେ ଫସି ଯାଇଥିଲା ସୁମିତ୍ରା ଯାନି (୬୦)ଙ୍କ ଛେଳି। ନାଳରୁ ବଞ୍ଚାଇବାକୁ ପ୍ରଖର ସ୍ରୋତ ପାଣିରେ ପଶି ଥିଲେ ବୃଦ୍ଧା ସୁମିତ୍ରା। କିନ୍ତୁ ଖରସ୍ରୋତା ସହିତ ଗଭୀର ସ୍ଥାନ ହୋଇଥିବାରୁ ଭାସି ଯାଇଥିଲେ। ଗାଁ ଲୋକେ ଜାଣି ଦମକଳ ବାହିନୀକୁ ଖବର ଦେଇଥିଲେ। ଖଜୁରୀପଡ଼ାରୁ ହାବିଲଦାର/ଲିଡିଂ ଫାୟାର ମ୍ୟାନ […]

ଫୁଲବାଣୀ:  ଖରସ୍ରୋତା ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଗାଡିଆପଡ଼ା ଗାଁ ନିକଟ ଖରସ୍ରୋତା ନାଳରେ ଫସି ଯାଇଥିଲା ସୁମିତ୍ରା ଯାନି (୬୦)ଙ୍କ ଛେଳି। ନାଳରୁ ବଞ୍ଚାଇବାକୁ ପ୍ରଖର ସ୍ରୋତ ପାଣିରେ ପଶି ଥିଲେ ବୃଦ୍ଧା ସୁମିତ୍ରା। କିନ୍ତୁ ଖରସ୍ରୋତା ସହିତ ଗଭୀର ସ୍ଥାନ ହୋଇଥିବାରୁ ଭାସି ଯାଇଥିଲେ। ଗାଁ ଲୋକେ ଜାଣି ଦମକଳ ବାହିନୀକୁ ଖବର ଦେଇଥିଲେ। ଖଜୁରୀପଡ଼ାରୁ ହାବିଲଦାର/ଲିଡିଂ ଫାୟାର ମ୍ୟାନ ସର୍ବେଶ୍ଵର ପାତ୍ରଙ୍କ ନେତୃତ୍ବରେ ଏକ କିଲୋମିଟର ଯାଏଁ ଭାସିଯାଇଥିବା ସୁମିତ୍ରାଙ୍କୁ ଉଦ୍ଧାର କରାଯାଇ ଖଜୁରୀପଡ଼ା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସୁମିତ୍ରାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

01 Oct 2021 By The Sakala

ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା

ଫୁଲବାଣୀ:  ଖରସ୍ରୋତା ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଗାଡିଆପଡ଼ା ଗାଁ ନିକଟ ଖରସ୍ରୋତା ନାଳରେ ଫସି ଯାଇଥିଲା ସୁମିତ୍ରା ଯାନି (୬୦)ଙ୍କ ଛେଳି। ନାଳରୁ ବଞ୍ଚାଇବାକୁ ପ୍ରଖର ସ୍ରୋତ ପାଣିରେ ପଶି ଥିଲେ ବୃଦ୍ଧା ସୁମିତ୍ରା। କିନ୍ତୁ ଖରସ୍ରୋତା ସହିତ ଗଭୀର ସ୍ଥାନ ହୋଇଥିବାରୁ ଭାସି ଯାଇଥିଲେ। ଗାଁ ଲୋକେ ଜାଣି ଦମକଳ ବାହିନୀକୁ ଖବର ଦେଇଥିଲେ। ଖଜୁରୀପଡ଼ାରୁ ହାବିଲଦାର/ଲିଡିଂ ଫାୟାର ମ୍ୟାନ ସର୍ବେଶ୍ଵର ପାତ୍ରଙ୍କ ନେତୃତ୍ବରେ ଏକ କିଲୋମିଟର ଯାଏଁ ଭାସିଯାଇଥିବା ସୁମିତ୍ରାଙ୍କୁ ଉଦ୍ଧାର କରାଯାଇ ଖଜୁରୀପଡ଼ା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସୁମିତ୍ରାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

https://www.thesakala.in/latest-odisha-news/kandhamal/the-old-woman-floated-away-to-save-the-goat/article-5783
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର