ଲ୍ୟାଣ୍ଡ୍‍ମାଇନ୍‍ ବିସ୍ଫୋରଣ: ବାଇକ୍‍ ସହ ଉଡ଼ିଗଲେ ଯୁବକ

The Sakala Picture
Published On

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପାଞ୍ଚୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡ ମାଇଣ୍ଡ୍‍ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସାଡିଙ୍ଗିଆ ପାଞ୍ଚୟତ ବାନ୍ଦାଦଣୀ ଗାଁର ଇନ୍ଦ୍ରଜିତ କହଁର। ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇନ୍ଦ୍ରଜିତ୍‍ ତାଙ୍କର ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକ୍‍ରେ କଟାପଙ୍ଗାରୁ ନିଜ ଗାଁକୁ ବାଇକ୍‍ ଯୋଗେ ଫେରୁଥିଲେ। ହେଲେ ରାସ୍ତାରେ ବାଇକ୍‍ ପଞ୍ଚର ହୋଉଯିବାରୁ […]

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପାଞ୍ଚୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡ ମାଇଣ୍ଡ୍‍ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସାଡିଙ୍ଗିଆ ପାଞ୍ଚୟତ ବାନ୍ଦାଦଣୀ ଗାଁର ଇନ୍ଦ୍ରଜିତ କହଁର।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇନ୍ଦ୍ରଜିତ୍‍ ତାଙ୍କର ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକ୍‍ରେ କଟାପଙ୍ଗାରୁ ନିଜ ଗାଁକୁ ବାଇକ୍‍ ଯୋଗେ ଫେରୁଥିଲେ। ହେଲେ ରାସ୍ତାରେ ବାଇକ୍‍ ପଞ୍ଚର ହୋଉଯିବାରୁ ତାଙ୍କ ସମ୍ପକୀୟଙ୍କୁ ବାଇକରୁ ଓଲ୍ଲାଈ ସେ ନିଜେ ବାଇକ୍‍ରେ ଯଉଥିବା ବେଳେ କିଆମୁଣ୍ଡା ରାସ୍ତା କଡ଼ରେ ମାଓବାଦୀମାନେ ଖଞ୍ଜି ଥିବା ଲ୍ୟାଣ୍ଡ୍‍ମାଇନ୍‍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ମାତ୍ରା ଏତେ ଅଧିକ ଥିଲା ଯେ, ଇନ୍ଦ୍ରଜିତ୍‍ ବାଇକ୍‍ ସହ ଉଡ଼ି ଯାଇଥିଲେ। ଖବର ପାଇଁ ପରିବାର ଲୋକଙ୍କ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋରେ ଫିରିଙ୍ଗିଆ ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସା ଜାରି ରହିଛି। ତାଙ୍କ ଶାରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଲାଗିଛି। ଅନ୍ୟପଟେ ଏହି ଘାଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଓ ସିଆର୍‍ପିଏଫ୍‍ ବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପାରେସନ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଯୋଗ୍ୟ, ଠିକ୍‍ ଏହି ଜାଗାରେ ଗତ ପଞ୍ଚାୟତ ନିରବାଚନ ପୂର୍ବରୁ ମାଓବାଦୀମାନେ ରାସ୍ତା କାମ କରୁଥିବା ଏକ ଠିକା ସଂସ୍ଥାର ୨ଟି ଜେସିବ ପୋଡ଼ି ଦେଇଥିଲେ। ଏହାସହ ସେ ସମୟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‍ ଫୁଟି ସ୍ଥାନୀୟ ଗାଁର ଜଣେ ଯୁବକ ପ୍ରାଣ ହରାଇ ଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

28 Mar 2022 By The Sakala

ଲ୍ୟାଣ୍ଡ୍‍ମାଇନ୍‍ ବିସ୍ଫୋରଣ: ବାଇକ୍‍ ସହ ଉଡ଼ିଗଲେ ଯୁବକ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପାଞ୍ଚୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡ ମାଇଣ୍ଡ୍‍ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସାଡିଙ୍ଗିଆ ପାଞ୍ଚୟତ ବାନ୍ଦାଦଣୀ ଗାଁର ଇନ୍ଦ୍ରଜିତ କହଁର।

ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇନ୍ଦ୍ରଜିତ୍‍ ତାଙ୍କର ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକ୍‍ରେ କଟାପଙ୍ଗାରୁ ନିଜ ଗାଁକୁ ବାଇକ୍‍ ଯୋଗେ ଫେରୁଥିଲେ। ହେଲେ ରାସ୍ତାରେ ବାଇକ୍‍ ପଞ୍ଚର ହୋଉଯିବାରୁ ତାଙ୍କ ସମ୍ପକୀୟଙ୍କୁ ବାଇକରୁ ଓଲ୍ଲାଈ ସେ ନିଜେ ବାଇକ୍‍ରେ ଯଉଥିବା ବେଳେ କିଆମୁଣ୍ଡା ରାସ୍ତା କଡ଼ରେ ମାଓବାଦୀମାନେ ଖଞ୍ଜି ଥିବା ଲ୍ୟାଣ୍ଡ୍‍ମାଇନ୍‍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ମାତ୍ରା ଏତେ ଅଧିକ ଥିଲା ଯେ, ଇନ୍ଦ୍ରଜିତ୍‍ ବାଇକ୍‍ ସହ ଉଡ଼ି ଯାଇଥିଲେ। ଖବର ପାଇଁ ପରିବାର ଲୋକଙ୍କ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋରେ ଫିରିଙ୍ଗିଆ ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସା ଜାରି ରହିଛି। ତାଙ୍କ ଶାରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଲାଗିଛି। ଅନ୍ୟପଟେ ଏହି ଘାଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଓ ସିଆର୍‍ପିଏଫ୍‍ ବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପାରେସନ ଜାରି ରଖିଛନ୍ତି।

ସୂଚନା ଯୋଗ୍ୟ, ଠିକ୍‍ ଏହି ଜାଗାରେ ଗତ ପଞ୍ଚାୟତ ନିରବାଚନ ପୂର୍ବରୁ ମାଓବାଦୀମାନେ ରାସ୍ତା କାମ କରୁଥିବା ଏକ ଠିକା ସଂସ୍ଥାର ୨ଟି ଜେସିବ ପୋଡ଼ି ଦେଇଥିଲେ। ଏହାସହ ସେ ସମୟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‍ ଫୁଟି ସ୍ଥାନୀୟ ଗାଁର ଜଣେ ଯୁବକ ପ୍ରାଣ ହରାଇ ଥିଲେ।

https://www.thesakala.in/latest-odisha-news/kandhamal/landmine-blast-young-man-injured/article-10326
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର