ଭିଜିଲାନ୍ସ ଜାଲରେ କନ୍ଧମାଳ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

The Sakala Picture
Published On

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନ୍ଧମାଳ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । କେ.ନୂଆଗାଁ ସରକାରୀ ବାସଭବନ ଓ ଅଫିସ ସହ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚଢ଼ାଉ ଜାରି ରହିଛି । ଗଞ୍ଜାମ ଗାଙ୍ଗପୁରରେ ଥିବା ୨ ସମ୍ପର୍କୀୟ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଚଢ଼ାଉରେ […]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନ୍ଧମାଳ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । କେ.ନୂଆଗାଁ ସରକାରୀ ବାସଭବନ ଓ ଅଫିସ ସହ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚଢ଼ାଉ ଜାରି ରହିଛି । ଗଞ୍ଜାମ ଗାଙ୍ଗପୁରରେ ଥିବା ୨ ସମ୍ପର୍କୀୟ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଚଢ଼ାଉରେ ୪ଜଣ ଡିଏସପି ଓ ୭ଜଣ ଇନ୍ସପେକ୍ଟର ସାମିଲଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

10 Feb 2022 By The Sakala

ଭିଜିଲାନ୍ସ ଜାଲରେ କନ୍ଧମାଳ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନ୍ଧମାଳ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । କେ.ନୂଆଗାଁ ସରକାରୀ ବାସଭବନ ଓ ଅଫିସ ସହ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚଢ଼ାଉ ଜାରି ରହିଛି । ଗଞ୍ଜାମ ଗାଙ୍ଗପୁରରେ ଥିବା ୨ ସମ୍ପର୍କୀୟ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଚଢ଼ାଉରେ ୪ଜଣ ଡିଏସପି ଓ ୭ଜଣ ଇନ୍ସପେକ୍ଟର ସାମିଲଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/kandhamal/forest-range-officer-caugt-in-vigilance-raid/article-9130
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର