ସାମାନ୍ୟ ସମ୍ପତ୍ତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ: ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ସମ୍ପର୍କୀୟ ଭାଇ

The Sakala Picture
Published On

ଯାଜପୁର: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ ।ଭାଇ-ଭାଇ ସମ୍ପର୍କରେ ଲାଗିଲା ରକ୍ତଛିଟା। ପାରିବାରିକ କଳହର କରୁଣ ପରିଣତି ନେଲା ଭାଇର ଜୀବନ । ଜମିବାଡ଼ି ବିବାଦରୁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ସମ୍ପର୍କୀୟ ଭାଇ । ସୂଚନା ଅନୁସାରେ ଜମି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢାଇ ହତ୍ୟା କରିଛି ପୁତୁରା ସୁଶାନ୍ତ ମଲିକ । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର […]

ଯାଜପୁର: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ ।ଭାଇ-ଭାଇ ସମ୍ପର୍କରେ ଲାଗିଲା ରକ୍ତଛିଟା। ପାରିବାରିକ କଳହର କରୁଣ ପରିଣତି ନେଲା ଭାଇର ଜୀବନ । ଜମିବାଡ଼ି ବିବାଦରୁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ସମ୍ପର୍କୀୟ ଭାଇ । ସୂଚନା ଅନୁସାରେ ଜମି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢାଇ ହତ୍ୟା କରିଛି ପୁତୁରା ସୁଶାନ୍ତ ମଲିକ । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଗତକାଲି ଘଟିଛି । ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି । ମୃତକ ହେଲେ ରଥ ମଳିକଙ୍କ ପୁଅ ଅକ୍ଷୟ ମଳିକ ।

ଆହୁରି ପଢ଼ନ୍ତୁ: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ମୃତକଙ୍କ ବାପା ରଥ ମଲ୍ଲିକଙ୍କ ଏତଲା ଆଧାରରେ ଜେନାପୁର ପୋଲିସ ଅଭିଯୁକ୍ତ ସୁଶାନ୍ତକୁ ଅଟକ ରଖିଛି । ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ସନ୍ଦେହ କରାଯାଉଛି । ତେବେ ସୂଚନା ଅନୁସାରେ ଗତକାଲି ରାତିରେ ଜୋର ଜବରଦସ୍ତ ଅକ୍ଷୟଙ୍କ ଉପରେ ସୁଶାନ୍ତ ଟ୍ରକ୍ ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀ ସାଗର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ

15 Mar 2022 By The Sakala

ସାମାନ୍ୟ ସମ୍ପତ୍ତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ: ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ସମ୍ପର୍କୀୟ ଭାଇ

ଯାଜପୁର: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ ।ଭାଇ-ଭାଇ ସମ୍ପର୍କରେ ଲାଗିଲା ରକ୍ତଛିଟା। ପାରିବାରିକ କଳହର କରୁଣ ପରିଣତି ନେଲା ଭାଇର ଜୀବନ । ଜମିବାଡ଼ି ବିବାଦରୁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ସମ୍ପର୍କୀୟ ଭାଇ । ସୂଚନା ଅନୁସାରେ ଜମି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢାଇ ହତ୍ୟା କରିଛି ପୁତୁରା ସୁଶାନ୍ତ ମଲିକ । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଗତକାଲି ଘଟିଛି । ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି । ମୃତକ ହେଲେ ରଥ ମଳିକଙ୍କ ପୁଅ ଅକ୍ଷୟ ମଳିକ ।

ମୃତକଙ୍କ ବାପା ରଥ ମଲ୍ଲିକଙ୍କ ଏତଲା ଆଧାରରେ ଜେନାପୁର ପୋଲିସ ଅଭିଯୁକ୍ତ ସୁଶାନ୍ତକୁ ଅଟକ ରଖିଛି । ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ସନ୍ଦେହ କରାଯାଉଛି । ତେବେ ସୂଚନା ଅନୁସାରେ ଗତକାଲି ରାତିରେ ଜୋର ଜବରଦସ୍ତ ଅକ୍ଷୟଙ୍କ ଉପରେ ସୁଶାନ୍ତ ଟ୍ରକ୍ ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର