ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ
ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଉକ୍ତ ଦୁଇ ଜଣ ଯୁବକ ବୁଡ଼ି ଯାଇଥିଲେ। ମୃତ୍ୟୁ ଘଟିଥିବା ଦୁଇ ଜଣ ଯୁବକ ହେଲେ ଧର୍ମଶାଳା ଅଞ୍ଚଳର ଗୋବିନ୍ଦ ରଣା ଓ ବିଜୟ ରଞ୍ଜନ ମହାରଣା।

11 Oct 2023
By The Sakala

https://www.thesakala.in/latest-odisha-news/jajpur/2-youths-died-after-drowning-in-the-river-while-bathing/article-26292