ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ବାଇକ୍‌ ଆରୋହୀଙ୍କ ଜୀବନ

The Sakala Picture
Published On

ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣକ ଜୀବନ । NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଅଜଣା ଗାଡି ଧକାରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣା ପଡିଛି । ବିଳମ୍ୱିତ ରାତିରେ ବାଇକ୍‌କୁ ଏକ ଅଜଣା ଗାଡି ପିଟିଦେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣକ ଜୀବନ । NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଅଜଣା ଗାଡି ଧକାରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣା ପଡିଛି । ବିଳମ୍ୱିତ ରାତିରେ ବାଇକ୍‌କୁ ଏକ ଅଜଣା ଗାଡି ପିଟିଦେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

13 May 2023 By The Sakala

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ବାଇକ୍‌ ଆରୋହୀଙ୍କ ଜୀବନ

ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣକ ଜୀବନ । NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଅଜଣା ଗାଡି ଧକାରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣା ପଡିଛି । ବିଳମ୍ୱିତ ରାତିରେ ବାଇକ୍‌କୁ ଏକ ଅଜଣା ଗାଡି ପିଟିଦେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର