ନଦୀରେ ଭାସିଗଲେ ନାବାଳିକା
ପାରାଦୀପ: ଅଠରବାଙ୍କୀ ନଦୀରେ ଭାସିଗଲେ ନାବାଳିକା। ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିବା ଜଣେ ନାବାଳିକା ନଦୀରେ ଭାସିଯାଇଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଆରତୀ ମଲ୍ଲିକ ଓ ତାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଖୋଜାଖୋଜି ଜାରି ରଖିଛନ୍ତି।

03 Sep 2023
By The Sakala

⊕ https://www.thesakala.in/latest-odisha-news/jagatsinghpur/a-minor-drowns-in-river/article-25074