ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ କାହାରିକୁ ସଂକ୍ରମିତ କରିନାହାନ୍ତି- ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ବ୍ରିଟେନ ଭୂତାଣୁ ନେଇ ସୂଚନା ଜାରି କରିଛନ୍ତି ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା। ଦେଶର ୧୦ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ। ୪ଟି ରାଜ୍ୟର ଆଇଏଲଏସ କରୁଥିଲେ। ୩ ଜଣ ୟୁକେ ଫେରନ୍ତା ଆସିଥିଲେ। ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା। ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ। ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି। ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। ୨୯୯୦ଟି ସମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା। N440K ଆସିଛି, ହେଲେ ସେତେ ମାରାତ୍ମକ ନୁହେଁ […]

ଭୁବନେଶ୍ବର: ରାଜ୍ୟରେ ବ୍ରିଟେନ ଭୂତାଣୁ ନେଇ ସୂଚନା ଜାରି କରିଛନ୍ତି ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା। ଦେଶର ୧୦ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ। ୪ଟି ରାଜ୍ୟର ଆଇଏଲଏସ କରୁଥିଲେ। ୩ ଜଣ ୟୁକେ ଫେରନ୍ତା ଆସିଥିଲେ। ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା। ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ। ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି। ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। ୨୯୯୦ଟି ସମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା। N440K ଆସିଛି, ହେଲେ ସେତେ ମାରାତ୍ମକ ନୁହେଁ । ଏହି ୩ଟା ମଧ୍ୟ ଅଧିକ ସଂକ୍ରମକ ନୁହେଁ ।

ଆହୁରି ପଢ଼ନ୍ତୁ: ଚେନ୍ନାଇ ଗ୍ୟାସ୍ ଲିକ୍ ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ତାମିଲନାଡୁରେ ପହଞ୍ଚିଲା ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍

ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ। ପୁନଃ ସଂକ୍ରମଣ ହାର ବଢ଼ିଛି । ୧:୧ ରୁ ୧:୫ ହୋଇ ଯାଇଛି। କିନ୍ତୁ ଏହା ଏତେଟା ମାରାତ୍ମକ ନୁହେଁ।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ। କିନ୍ତୁ ଓଡିଶାରେ ପରିସ୍ଥିତି ଠିକ୍ ଅଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ। ହେଲେ ଓଡ଼ିଶାକୁ ସେ ସ୍ଥିତି ଆସି ନାହିଁ। ତେବେ ଲୋକ ଅମାନିଆ ଅଛନ୍ତି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ଝାରପଡ଼ା ଜେଲ୍‌ରେ ୭ କଏଦୀ ଅସୁସ୍ଥ, ଏକାସାଙ୍ଗରେ ଅସୁସ୍ଥ ହେବାକୁ ନେଇ ପ୍ରଶ୍ନବାଚୀ...

କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ ତାହା ଅଧ୍ୟୟନ ପରେ ହିଁ ଜଣାପଡ଼ିବ। ଆଉ ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ ୩୨୦ଟି ସାମ୍ପୁଲ ଟେଷ୍ଟ କରାଯିବ।

ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନ ଥିବା ଜଣା ପଡ଼ିଛି। ଆମେ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ। ଦୈନିକ ୧୦,୫୦୦RTPCR ଟଷ୍ଟ ହେଉଛି। ଜାନୁଆରୀ ଓ ଫେର୍ବୃଆରୀର genom sequence NIV ଯାଇଛି। ଦୁଇ ଦିନରେ ରିପୋର୍ଟ ଆସିବ ବୋଲି ଆଇଅଲଏସର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି।

25 Mar 2021 By The Sakala

ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ କାହାରିକୁ ସଂକ୍ରମିତ କରିନାହାନ୍ତି- ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା

ଭୁବନେଶ୍ବର: ରାଜ୍ୟରେ ବ୍ରିଟେନ ଭୂତାଣୁ ନେଇ ସୂଚନା ଜାରି କରିଛନ୍ତି ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା। ଦେଶର ୧୦ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ। ୪ଟି ରାଜ୍ୟର ଆଇଏଲଏସ କରୁଥିଲେ। ୩ ଜଣ ୟୁକେ ଫେରନ୍ତା ଆସିଥିଲେ। ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା। ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ। ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି। ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। ୨୯୯୦ଟି ସମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା। N440K ଆସିଛି, ହେଲେ ସେତେ ମାରାତ୍ମକ ନୁହେଁ । ଏହି ୩ଟା ମଧ୍ୟ ଅଧିକ ସଂକ୍ରମକ ନୁହେଁ ।

ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ। ପୁନଃ ସଂକ୍ରମଣ ହାର ବଢ଼ିଛି । ୧:୧ ରୁ ୧:୫ ହୋଇ ଯାଇଛି। କିନ୍ତୁ ଏହା ଏତେଟା ମାରାତ୍ମକ ନୁହେଁ।

ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ। କିନ୍ତୁ ଓଡିଶାରେ ପରିସ୍ଥିତି ଠିକ୍ ଅଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ। ହେଲେ ଓଡ଼ିଶାକୁ ସେ ସ୍ଥିତି ଆସି ନାହିଁ। ତେବେ ଲୋକ ଅମାନିଆ ଅଛନ୍ତି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ ।

କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ ତାହା ଅଧ୍ୟୟନ ପରେ ହିଁ ଜଣାପଡ଼ିବ। ଆଉ ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ ୩୨୦ଟି ସାମ୍ପୁଲ ଟେଷ୍ଟ କରାଯିବ।

ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନ ଥିବା ଜଣା ପଡ଼ିଛି। ଆମେ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ। ଦୈନିକ ୧୦,୫୦୦RTPCR ଟଷ୍ଟ ହେଉଛି। ଜାନୁଆରୀ ଓ ଫେର୍ବୃଆରୀର genom sequence NIV ଯାଇଛି। ଦୁଇ ଦିନରେ ରିପୋର୍ଟ ଆସିବ ବୋଲି ଆଇଅଲଏସର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର