ବିଦ୍ୟୁତ୍ ଦର ବୃଦ୍ଧି ନେଇ ବିରୋଧୀଙ୍କ ହୋହାଲ୍ଲା, ବିଧାନସଭା ୧୧ଟା ୩୦ ଯାଏଁ ମୁଲତବୀ

The Sakala Picture
Published On

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା କରିଛନ୍ତି। ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିିଥିଲେ। ସେପଟେ ବିଜେପିର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଆବସଯୋଜନର ଲୋଗୋ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ହୋହଲା କରିଥିଲେ । ବାଚସ୍ପତି ଗୃହକୁ ୧୧ ଟା ୩୦ ମିନିଟ୍ ପର୍ଯ୍ଯନ୍ତ ମୁଲତବୀ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଯେ, ବିଧାନସଭାରେ ଦ୍ବିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ରହିଛି । ଆଜି […]

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା କରିଛନ୍ତି। ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିିଥିଲେ। ସେପଟେ ବିଜେପିର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଆବସଯୋଜନର ଲୋଗୋ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ହୋହଲା କରିଥିଲେ । ବାଚସ୍ପତି ଗୃହକୁ ୧୧ ଟା ୩୦ ମିନିଟ୍ ପର୍ଯ୍ଯନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସୂଚନା ଯୋଗ୍ୟ ଯେ, ବିଧାନସଭାରେ ଦ୍ବିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ରହିଛି । ଆଜି ପ୍ରଶ୍ନକାଳରେ ଖାଦ୍ୟଯୋଗାଣ,ସମବାୟ, କୄଷି ଓ କୄଷକ ଶସକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ, ଉଚ୍ଚଶିକ୍ଷା, ଗଣଶିକ୍ଷା ବିଭାଗ ରହିଛି । ସେହିଭଳି ବ୍ୟୟ ମଂଜୁରୀ ବିଲ ଉପରେ ଆଲୋଚନା ହେବା ନେଇ କାର୍ୟ୍ୟକ୍ରମ ରହିଛି । ଆଜି କିଛି ବାର୍ଷିକ ରିପୋର୍ଟ ସହ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପିତ ହେବ ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

31 Mar 2021 By The Sakala

ବିଦ୍ୟୁତ୍ ଦର ବୃଦ୍ଧି ନେଇ ବିରୋଧୀଙ୍କ ହୋହାଲ୍ଲା, ବିଧାନସଭା ୧୧ଟା ୩୦ ଯାଏଁ ମୁଲତବୀ

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା କରିଛନ୍ତି। ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିିଥିଲେ। ସେପଟେ ବିଜେପିର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଆବସଯୋଜନର ଲୋଗୋ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ହୋହଲା କରିଥିଲେ । ବାଚସ୍ପତି ଗୃହକୁ ୧୧ ଟା ୩୦ ମିନିଟ୍ ପର୍ଯ୍ଯନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିଧାନସଭାରେ ଦ୍ବିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ରହିଛି । ଆଜି ପ୍ରଶ୍ନକାଳରେ ଖାଦ୍ୟଯୋଗାଣ,ସମବାୟ, କୄଷି ଓ କୄଷକ ଶସକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ, ଉଚ୍ଚଶିକ୍ଷା, ଗଣଶିକ୍ଷା ବିଭାଗ ରହିଛି । ସେହିଭଳି ବ୍ୟୟ ମଂଜୁରୀ ବିଲ ଉପରେ ଆଲୋଚନା ହେବା ନେଇ କାର୍ୟ୍ୟକ୍ରମ ରହିଛି । ଆଜି କିଛି ବାର୍ଷିକ ରିପୋର୍ଟ ସହ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପିତ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର