ଜୁନିୟର ହକି ବିଶ୍ବକପ୍: ଜାଣନ୍ତୁ ଭୁବନେଶ୍ବରର କେଉଁ ହୋଟେଲରେ ରହିବେ କେଉଁ ଟିମ୍ ?

The Sakala Picture
Published On

ଭୁବେନଶ୍ବର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ । ସୋମବାରଠାରୁ ଭୁବନେଶ୍ବରକୁ ବିଦେଶୀ ଟିମଙ୍କ ଆଗମନ ଆରମ୍ଭ ହୋଇଯିବ । ରାଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି । ଭୁବନେଶ୍ୱର ଆସିବା ପରେ ଖେଳାଳିଙ୍କୁ ପାରମ୍ପାରିକ ରିତିନିତିର ହୋଟେଲ ପକ୍ଷକୁ କରାଯିବ ଭବ୍ୟ ସ୍ବାଗତ । ତେବେ ପାକିସ୍ତାନ ଟିମ୍ ପାଇଁ କରାଯାଇଛି ସ୍ୱତନ୍ତ୍ର ବନ୍ଦୋବସ୍ତ। ଆସନ୍ତୁ ଜାଣିବା, କେଉଁ ଟିମ୍ କେଉଁ […]

ଭୁବେନଶ୍ବର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ । ସୋମବାରଠାରୁ ଭୁବନେଶ୍ବରକୁ ବିଦେଶୀ ଟିମଙ୍କ ଆଗମନ ଆରମ୍ଭ ହୋଇଯିବ । ରାଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି । ଭୁବନେଶ୍ୱର ଆସିବା ପରେ ଖେଳାଳିଙ୍କୁ ପାରମ୍ପାରିକ ରିତିନିତିର ହୋଟେଲ ପକ୍ଷକୁ କରାଯିବ ଭବ୍ୟ ସ୍ବାଗତ । ତେବେ ପାକିସ୍ତାନ ଟିମ୍ ପାଇଁ କରାଯାଇଛି ସ୍ୱତନ୍ତ୍ର ବନ୍ଦୋବସ୍ତ। ଆସନ୍ତୁ ଜାଣିବା, କେଉଁ ଟିମ୍ କେଉଁ ହୋଟେଲରେ ରହିବେ ଏବଂ ପାକିସ୍ତାନ ଟିମର ଖାଇବା ମେନ୍ୟୁରେ କ’ଣ ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ମେ ଫେୟାର ହୋଟଲରେ- ଆର୍ଜେଣ୍ଟିନା ଓ ୟୁଏସଏ ଖେଳାଳି

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ

ଟ୍ରାଇଡେଣ୍ଟରେ- ନେଦରଲାଣ୍ଡ ଖେଳାଳି

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

ତାଜ୍ ଭିବନ୍ତ ହୋଟଲରେ- ଫ୍ରାନ୍ସ ଖେଳାଳି

ନିଳୟ ରେସିଡେନ୍ସିରେ- ପୋଲାଣ୍ଡ ଖେଳାଳି

ଏଚଏଚଆଇରେ- ସାଉଥ ଆଫ୍ରିକା ଟିମ୍

ଲେମନ ଟ୍ରି ହୋଟଲରେ- ଚିଲ୍ଲି ଓ ଜର୍ମାନୀ ଟିମ୍ 

ସାଣ୍ଡି ଟାଓ୍ୱାର ହଟେଲରେ- ସ୍ପେନ୍, ବେଲଜିୟମ ଓ ଭାରତୀୟ ଟିମ୍ 

ହୋଟେଲ ସ୍ୱସ୍ତି ପ୍ରିମିୟମରେ- ପାକିସ୍ତାନ, ମାଲେସିଆ ଓ କୋରିଆ ଟିମ

ପାକିସ୍ତାନ ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମନଙ୍କ ପାଇଁ ସ୍ୱସ୍ତି ପ୍ରିମିୟମ ହୋଟଲର ଗୋଟିଏ ଫ୍ଲୋରକୁ ଡେଡିକେଟେଡ୍ ଭାବେ ରଖାଯାଇଛି । ଯେଉଁ ଫ୍ଲୋରକୁ ବାହାର ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ଦିଆଯିବନି। ଏହାସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ, ସୁଇମିଂ ପୁଲ, ସେଲୁନ ଓ ଜିମର ବ୍ୟବସ୍ଥା କରାଯାଇଥିବା ସ୍ୱସ୍ତି ପ୍ରିମିୟମ ହୋଟେଲ୍ ଜିଏମ୍ ଦେବେନ୍ଦ୍ର ଶର୍ମା କହିଛନ୍ତି ।

ବିଦେଶୀ ଖେଳାଳିଙ୍କ ନିଜ ଦେଶର ଖାଇବା ମେନ୍ୟୁ ଅନୁସାରେ ହୋଟେଲ ପକ୍ଷରୁ ମନ୍ୟୁ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଦୀର୍ଘ ବର୍ଷ ପରେ ପାକିସ୍ତାନର କୌଣିସ ଟିମ୍ ଭୁବନେଶ୍ୱର ଆସୁଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ହୋଟେଲ ସ୍ୱସ୍ତି ପ୍ରିମିୟମ । ପାକିସ୍ତାନ ଖେଳାଳିଙ୍କୁ ସେମାନଙ୍କ ଖାଇବା ମେନ୍ୟୁ ଆନୁସାରେ ଖାଦ୍ୟ ପ୍ରସ୍ତୁତ କରିବ ସ୍ୱସ୍ତି ପ୍ରିମିୟମ। ପାକିସ୍ତାନ ଖେଳାଳି ବିଶେଷ କରି ଆଫଗାନ ଓ ଇଣ୍ଡିଆନ୍ ଫୁଡକୁ ପସନ୍ଦ କରିଥିବାରୁ ଏହି ଖାଦ୍ୟ ଉପରେ ହୋଟେଲ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯିବ। ବିଶେଷ କରି ଚିକେନ୍ କବାବ, ଚିକେନ ସିଖ୍ କବାବ, ତନ୍ଦୁରୀ କବାବ, କ୍ରିମି ଚିକେନ କବାବ, ଗ୍ରିଲ୍ଡ ଫିସ୍ , ଚାପଲି ରାପ୍ ପ୍ରମୁଖ ଖାଦ୍ୟ ପାକିସ୍ତାନୀ ଖେଳାଳିଙ୍କୁ ପରାସ ଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ଏତିକି ନୁହେଁ ୧୦ ପ୍ରକାରର ସାଲାଡ୍ ଓ ୫ ପ୍ରକାର ବିଦେଶୀ ଫ୍ରୁଟ୍ ମଧ୍ୟ ଖେଳାଳିଙ୍କୁ ଦିଆଯିବ ।

ସୂଚନାଯୋଗ୍ୟ, ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବରରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ଏହାକୁ କିପରି ସୁରୁଖୁରୁରେ ଆୟୋଜନ କରିହେବ ସେନେଇ ରାଜ୍ୟ ସରକର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

10 Nov 2021 By The Sakala

ଜୁନିୟର ହକି ବିଶ୍ବକପ୍: ଜାଣନ୍ତୁ ଭୁବନେଶ୍ବରର କେଉଁ ହୋଟେଲରେ ରହିବେ କେଉଁ ଟିମ୍ ?

ଭୁବେନଶ୍ବର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ । ସୋମବାରଠାରୁ ଭୁବନେଶ୍ବରକୁ ବିଦେଶୀ ଟିମଙ୍କ ଆଗମନ ଆରମ୍ଭ ହୋଇଯିବ । ରାଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି । ଭୁବନେଶ୍ୱର ଆସିବା ପରେ ଖେଳାଳିଙ୍କୁ ପାରମ୍ପାରିକ ରିତିନିତିର ହୋଟେଲ ପକ୍ଷକୁ କରାଯିବ ଭବ୍ୟ ସ୍ବାଗତ । ତେବେ ପାକିସ୍ତାନ ଟିମ୍ ପାଇଁ କରାଯାଇଛି ସ୍ୱତନ୍ତ୍ର ବନ୍ଦୋବସ୍ତ। ଆସନ୍ତୁ ଜାଣିବା, କେଉଁ ଟିମ୍ କେଉଁ ହୋଟେଲରେ ରହିବେ ଏବଂ ପାକିସ୍ତାନ ଟିମର ଖାଇବା ମେନ୍ୟୁରେ କ’ଣ ରହିଛି ।

ମେ ଫେୟାର ହୋଟଲରେ- ଆର୍ଜେଣ୍ଟିନା ଓ ୟୁଏସଏ ଖେଳାଳି

ଟ୍ରାଇଡେଣ୍ଟରେ- ନେଦରଲାଣ୍ଡ ଖେଳାଳି

ତାଜ୍ ଭିବନ୍ତ ହୋଟଲରେ- ଫ୍ରାନ୍ସ ଖେଳାଳି

ନିଳୟ ରେସିଡେନ୍ସିରେ- ପୋଲାଣ୍ଡ ଖେଳାଳି

ଏଚଏଚଆଇରେ- ସାଉଥ ଆଫ୍ରିକା ଟିମ୍

ଲେମନ ଟ୍ରି ହୋଟଲରେ- ଚିଲ୍ଲି ଓ ଜର୍ମାନୀ ଟିମ୍ 

ସାଣ୍ଡି ଟାଓ୍ୱାର ହଟେଲରେ- ସ୍ପେନ୍, ବେଲଜିୟମ ଓ ଭାରତୀୟ ଟିମ୍ 

ହୋଟେଲ ସ୍ୱସ୍ତି ପ୍ରିମିୟମରେ- ପାକିସ୍ତାନ, ମାଲେସିଆ ଓ କୋରିଆ ଟିମ

ପାକିସ୍ତାନ ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମନଙ୍କ ପାଇଁ ସ୍ୱସ୍ତି ପ୍ରିମିୟମ ହୋଟଲର ଗୋଟିଏ ଫ୍ଲୋରକୁ ଡେଡିକେଟେଡ୍ ଭାବେ ରଖାଯାଇଛି । ଯେଉଁ ଫ୍ଲୋରକୁ ବାହାର ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ଦିଆଯିବନି। ଏହାସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ, ସୁଇମିଂ ପୁଲ, ସେଲୁନ ଓ ଜିମର ବ୍ୟବସ୍ଥା କରାଯାଇଥିବା ସ୍ୱସ୍ତି ପ୍ରିମିୟମ ହୋଟେଲ୍ ଜିଏମ୍ ଦେବେନ୍ଦ୍ର ଶର୍ମା କହିଛନ୍ତି ।

ବିଦେଶୀ ଖେଳାଳିଙ୍କ ନିଜ ଦେଶର ଖାଇବା ମେନ୍ୟୁ ଅନୁସାରେ ହୋଟେଲ ପକ୍ଷରୁ ମନ୍ୟୁ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଦୀର୍ଘ ବର୍ଷ ପରେ ପାକିସ୍ତାନର କୌଣିସ ଟିମ୍ ଭୁବନେଶ୍ୱର ଆସୁଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ହୋଟେଲ ସ୍ୱସ୍ତି ପ୍ରିମିୟମ । ପାକିସ୍ତାନ ଖେଳାଳିଙ୍କୁ ସେମାନଙ୍କ ଖାଇବା ମେନ୍ୟୁ ଆନୁସାରେ ଖାଦ୍ୟ ପ୍ରସ୍ତୁତ କରିବ ସ୍ୱସ୍ତି ପ୍ରିମିୟମ। ପାକିସ୍ତାନ ଖେଳାଳି ବିଶେଷ କରି ଆଫଗାନ ଓ ଇଣ୍ଡିଆନ୍ ଫୁଡକୁ ପସନ୍ଦ କରିଥିବାରୁ ଏହି ଖାଦ୍ୟ ଉପରେ ହୋଟେଲ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯିବ। ବିଶେଷ କରି ଚିକେନ୍ କବାବ, ଚିକେନ ସିଖ୍ କବାବ, ତନ୍ଦୁରୀ କବାବ, କ୍ରିମି ଚିକେନ କବାବ, ଗ୍ରିଲ୍ଡ ଫିସ୍ , ଚାପଲି ରାପ୍ ପ୍ରମୁଖ ଖାଦ୍ୟ ପାକିସ୍ତାନୀ ଖେଳାଳିଙ୍କୁ ପରାସ ଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ଏତିକି ନୁହେଁ ୧୦ ପ୍ରକାରର ସାଲାଡ୍ ଓ ୫ ପ୍ରକାର ବିଦେଶୀ ଫ୍ରୁଟ୍ ମଧ୍ୟ ଖେଳାଳିଙ୍କୁ ଦିଆଯିବ ।

ସୂଚନାଯୋଗ୍ୟ, ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବରରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ଏହାକୁ କିପରି ସୁରୁଖୁରୁରେ ଆୟୋଜନ କରିହେବ ସେନେଇ ରାଜ୍ୟ ସରକର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର