ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ

The Sakala Picture
Published On

ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି। ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଶୀତର ପ୍ରକୋପ ମଧ୍ଯ ସମାନ୍ୟ ବଢିଛି। ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି । ସେହପରି […]

ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି। ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଶୀତର ପ୍ରକୋପ ମଧ୍ଯ ସମାନ୍ୟ ବଢିଛି। ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି । ସେହପରି ପୁରୀରେ ମଧ୍ୟ ଘନ କୁହୁଡି ଦେଖାଦେଇଛି। ଫଳରେ କୁହୁଡିରେ ଶ୍ରୀମନ୍ଦିର ଲୁଚିଯାଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ସକ୍ରିୟ ରହିବା କାରଣରୁ କୁହୁଡ଼ି ହେବା ପାଇଁ ପାଗ ଅନୁକୁଳ ରହିଛି। ସେହିପରି ଆଜି ଓ ଆସନ୍ତାକାଲି ପାଇଁ କୁହୁଡି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୧୬ ତାରିଖ ପାଇଁ ସତର୍କ ସୂଚନା କରାଯାଇଛି।  ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

16 Jan 2023 By The Sakala

ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ

ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି। ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଶୀତର ପ୍ରକୋପ ମଧ୍ଯ ସମାନ୍ୟ ବଢିଛି। ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି । ସେହପରି ପୁରୀରେ ମଧ୍ୟ ଘନ କୁହୁଡି ଦେଖାଦେଇଛି। ଫଳରେ କୁହୁଡିରେ ଶ୍ରୀମନ୍ଦିର ଲୁଚିଯାଇଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ସକ୍ରିୟ ରହିବା କାରଣରୁ କୁହୁଡ଼ି ହେବା ପାଇଁ ପାଗ ଅନୁକୁଳ ରହିଛି। ସେହିପରି ଆଜି ଓ ଆସନ୍ତାକାଲି ପାଇଁ କୁହୁଡି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୧୬ ତାରିଖ ପାଇଁ ସତର୍କ ସୂଚନା କରାଯାଇଛି।  ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର