କୋଟିପତି ନିଶା ବେପାରୀ : ଜବତ ହେଲା ୮କେଜି ସୁନା ଓ ନଗଦ ୭୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କୋଟିପତି ନିଶା ବେପାରୀ। ନିଶା ବେପାରୀ ଜଣଙ୍କ ହେଉଛନ୍ତି ରଜନୀକାନ୍ତ ପଟ୍ଟନାୟକଙ୍କ । ଆଜି ରଜନୀକାନ୍ତଙ୍କ ଘରେ ଚଢାଉ ବେଳେ ତାଙ୍କ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦ କେଜିରୁ ଅଧିକ ଅଫିମ, ୭୪ ଲକ୍ଷରୁ ଅଧିକ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ସେ ଅନେକ ଦିନ ଧରି ଗଞ୍ଜେଇ ଚାଲାଣ କରୁଥିଲେ । କନ୍ଧମାଳରୁ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କୋଟିପତି ନିଶା ବେପାରୀ। ନିଶା ବେପାରୀ ଜଣଙ୍କ ହେଉଛନ୍ତି ରଜନୀକାନ୍ତ ପଟ୍ଟନାୟକଙ୍କ । ଆଜି ରଜନୀକାନ୍ତଙ୍କ ଘରେ ଚଢାଉ ବେଳେ ତାଙ୍କ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦ କେଜିରୁ ଅଧିକ ଅଫିମ, ୭୪ ଲକ୍ଷରୁ ଅଧିକ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ସେ ଅନେକ ଦିନ ଧରି ଗଞ୍ଜେଇ ଚାଲାଣ କରୁଥିଲେ । କନ୍ଧମାଳରୁ ଗଞ୍ଚେଇ ଆଣି ବିଭିନ୍ନ ସ୍ଥାନରୁ ସପ୍ଲାଏ କରୁଥିଲା ରଜନୀକାନ୍ତ । ଏଥିସହ ନିଜ ସ୍କୁଟିରେ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ରଜନୀକାନ୍ତକୁ ପୋଲିସ ଗିରଫ କରିଥିବା ବେଳେ ଏନଡିପିଏସ ଧାରା ଅନୁସାରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।