ଲିଫ୍ଟ ମାଗି ଲୁଟ୍‍: ଆକ୍ରମଣ କରି ନେଇଗଲେ ସୁନାଚେନ୍‍, ମୋବାଇଲ୍‍ ଓ ଟଙ୍କା

The Sakala Picture
Published On

ବ୍ରହ୍ମପୁର: ଚୋରି କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ଏବେ ନୂଆ ତରିକା ଅବଲମ୍ବନ କରୁଛନ୍ତି। କେତେବେଳେ ନିଜେ ତଳେ ପଡ଼ିଯାଇ ସାହାଯ୍ୟ ମାଗି ମୋବାଇଲ୍‍ ଏବଂ ଟଙ୍କା ଲୁଟ୍‍ କରୁଛନ୍ତି ତ କେତେବେଳେ ଲିଫ୍ଟ ମାଗିବା ବାହାନାରେ ଲୁଟ୍‍ ମଧ୍ୟ କରୁଛନ୍ତି। ଠିକ୍‍ ଏହିପରି କିଛି ଲୁଟେରାଙ୍କ ଶିକାର ହୋଇଛନ୍ତି ଲୋଚାପଡ଼ା ଗ୍ରାମ ନିକଟ ଜି.ଜଗନ୍ନାଥପୁର ଗ୍ରାମର ବି.ସୁନୀଲ କୁମାର। ସୁନୀଲଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ସୁନା ଚେନ୍‍, ଦାମୀ ମୋବାଇଲ୍‍ ଏବଂ ଟଙ୍କା […]

ବ୍ରହ୍ମପୁର: ଚୋରି କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ଏବେ ନୂଆ ତରିକା ଅବଲମ୍ବନ କରୁଛନ୍ତି। କେତେବେଳେ ନିଜେ ତଳେ ପଡ଼ିଯାଇ ସାହାଯ୍ୟ ମାଗି ମୋବାଇଲ୍‍ ଏବଂ ଟଙ୍କା ଲୁଟ୍‍ କରୁଛନ୍ତି ତ କେତେବେଳେ ଲିଫ୍ଟ ମାଗିବା ବାହାନାରେ ଲୁଟ୍‍ ମଧ୍ୟ କରୁଛନ୍ତି। ଠିକ୍‍ ଏହିପରି କିଛି ଲୁଟେରାଙ୍କ ଶିକାର ହୋଇଛନ୍ତି ଲୋଚାପଡ଼ା ଗ୍ରାମ ନିକଟ ଜି.ଜଗନ୍ନାଥପୁର ଗ୍ରାମର ବି.ସୁନୀଲ କୁମାର। ସୁନୀଲଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ସୁନା ଚେନ୍‍, ଦାମୀ ମୋବାଇଲ୍‍ ଏବଂ ଟଙ୍କା ଲୁଟି ନେଇଛନ୍ତି। ଘଟଣା ଘଟିବା ପରେ ସୁନୀଲ ରକ୍ତାକ୍ତ ଅବସ୍ଥାରେ ସେଠାକାର କିଛି ଲୋକଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପରେ ତାଙ୍କୁ ଏମକେସିଜିକୁ ନିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ନିମଖଣ୍ଡି ଥାନା ଅଧିନରେ ଏହିପରି ପୂର୍ବରୁ ଅନେକ ମାମଲା ହୋଇଥିବା ବେଳେ ପୁଲିସ କର୍ମଚାରୀମାନେ ମଧ୍ୟ ଲୁଟର ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଘଟଣାରୁ ପ୍ରକାଶ ଯେ, ଗତକାଲି ସୁନୀଲ ନିଜ ଘରକୁ ଯାଉଥିବା ବେଳେ ଲୋଚାପଡ଼ାସ୍ଥିତ ପାଣି ମହାପ୍ରଭୁ ମନ୍ଦିର ନିକଟରେ କିଛି ଯୁବକ ଛପି ରହିଥିଲେ। ସୁନୀଲ ଯିବା ମାତ୍ରକେ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିବା ସହ ଲୁଟ୍‍ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନୀଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ବର୍ତ୍ତମାନ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି। ସଦରଥାନାରେ ଏ ନେଇ ଅଭିଯୋଗ ହେବା ପରେ ମେଡିକାଲ ଯାଇ ପୁଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

16 Aug 2021 By The Sakala

ଲିଫ୍ଟ ମାଗି ଲୁଟ୍‍: ଆକ୍ରମଣ କରି ନେଇଗଲେ ସୁନାଚେନ୍‍, ମୋବାଇଲ୍‍ ଓ ଟଙ୍କା

ବ୍ରହ୍ମପୁର: ଚୋରି କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ଏବେ ନୂଆ ତରିକା ଅବଲମ୍ବନ କରୁଛନ୍ତି। କେତେବେଳେ ନିଜେ ତଳେ ପଡ଼ିଯାଇ ସାହାଯ୍ୟ ମାଗି ମୋବାଇଲ୍‍ ଏବଂ ଟଙ୍କା ଲୁଟ୍‍ କରୁଛନ୍ତି ତ କେତେବେଳେ ଲିଫ୍ଟ ମାଗିବା ବାହାନାରେ ଲୁଟ୍‍ ମଧ୍ୟ କରୁଛନ୍ତି। ଠିକ୍‍ ଏହିପରି କିଛି ଲୁଟେରାଙ୍କ ଶିକାର ହୋଇଛନ୍ତି ଲୋଚାପଡ଼ା ଗ୍ରାମ ନିକଟ ଜି.ଜଗନ୍ନାଥପୁର ଗ୍ରାମର ବି.ସୁନୀଲ କୁମାର। ସୁନୀଲଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ସୁନା ଚେନ୍‍, ଦାମୀ ମୋବାଇଲ୍‍ ଏବଂ ଟଙ୍କା ଲୁଟି ନେଇଛନ୍ତି। ଘଟଣା ଘଟିବା ପରେ ସୁନୀଲ ରକ୍ତାକ୍ତ ଅବସ୍ଥାରେ ସେଠାକାର କିଛି ଲୋକଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପରେ ତାଙ୍କୁ ଏମକେସିଜିକୁ ନିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ନିମଖଣ୍ଡି ଥାନା ଅଧିନରେ ଏହିପରି ପୂର୍ବରୁ ଅନେକ ମାମଲା ହୋଇଥିବା ବେଳେ ପୁଲିସ କର୍ମଚାରୀମାନେ ମଧ୍ୟ ଲୁଟର ଶିକାର ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତକାଲି ସୁନୀଲ ନିଜ ଘରକୁ ଯାଉଥିବା ବେଳେ ଲୋଚାପଡ଼ାସ୍ଥିତ ପାଣି ମହାପ୍ରଭୁ ମନ୍ଦିର ନିକଟରେ କିଛି ଯୁବକ ଛପି ରହିଥିଲେ। ସୁନୀଲ ଯିବା ମାତ୍ରକେ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିବା ସହ ଲୁଟ୍‍ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନୀଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ବର୍ତ୍ତମାନ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି। ସଦରଥାନାରେ ଏ ନେଇ ଅଭିଯୋଗ ହେବା ପରେ ମେଡିକାଲ ଯାଇ ପୁଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର