ମଦ୍ଯପ ସାଙ୍ଗଙ୍କ ଉନ୍ମତ କାଣ୍ଡ: ମଳଦ୍ବାର ପଟେ ଜୋରଜବରଦସ୍ତ ଭର୍ତ୍ତି କରାଇଲେ ଷ୍ଟିଲ ଗ୍ଲାସ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି  ମେଡିକାଲ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର ହୋଇଯାଇଛି। କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କ ନିକଟରେ ଏହି ଅସ୍ତ୍ରୋପଚାର ହୋଇଛି। ୮ ଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଇଥିଲେ। ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା । ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗେ ତାଙ୍କ […]

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି  ମେଡିକାଲ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର ହୋଇଯାଇଛି। କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କ ନିକଟରେ ଏହି ଅସ୍ତ୍ରୋପଚାର ହୋଇଛି। ୮ ଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଇଥିଲେ। ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା । ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ା ଆସିଯାଇଥିଲେ। ଅତ୍ୟନ୍ତ ବ୍ୟଥା ହେବା ପରେ କୃଷ୍ଣ ଏମକେସିଜି ସର୍ଜରୀ ବିଭାଗରେ ପହଞ୍ଚିଥିଲେ। ତାଙ୍କ ଅସ୍ତ୍ରୋପଚାର ୧୯ ତାରିଖରେ ସଫଳ ଭାବେ ହୋଇଛି।  ପେଟ କାଟି ଷ୍ଟିଲ ଗ୍ଲାସକୁ ବାହାର କରାଯାଇଛି। ପ୍ରଥମେ ଡାକ୍ତର ମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ବିଫଳ ହେବା ପରେ ପେଟକାଟି ତାହାକୁ ବାହାର କରିଥିଲେ। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

22 Aug 2022 By The Sakala

ମଦ୍ଯପ ସାଙ୍ଗଙ୍କ ଉନ୍ମତ କାଣ୍ଡ: ମଳଦ୍ବାର ପଟେ ଜୋରଜବରଦସ୍ତ ଭର୍ତ୍ତି କରାଇଲେ ଷ୍ଟିଲ ଗ୍ଲାସ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି  ମେଡିକାଲ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର ହୋଇଯାଇଛି। କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କ ନିକଟରେ ଏହି ଅସ୍ତ୍ରୋପଚାର ହୋଇଛି। ୮ ଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଇଥିଲେ। ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା । ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ା ଆସିଯାଇଥିଲେ। ଅତ୍ୟନ୍ତ ବ୍ୟଥା ହେବା ପରେ କୃଷ୍ଣ ଏମକେସିଜି ସର୍ଜରୀ ବିଭାଗରେ ପହଞ୍ଚିଥିଲେ। ତାଙ୍କ ଅସ୍ତ୍ରୋପଚାର ୧୯ ତାରିଖରେ ସଫଳ ଭାବେ ହୋଇଛି।  ପେଟ କାଟି ଷ୍ଟିଲ ଗ୍ଲାସକୁ ବାହାର କରାଯାଇଛି। ପ୍ରଥମେ ଡାକ୍ତର ମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ବିଫଳ ହେବା ପରେ ପେଟକାଟି ତାହାକୁ ବାହାର କରିଥିଲେ। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର