ଥାନାରେ ପଶି ପୁଲିସକୁ ମାଡମାରିଲେ ଗାଁ ଲୋକେ, ମିଥ୍ୟା ଗଞ୍ଜେଇ କେସରେ ପୁଲିସ ଗରିଫ କରିଥିବା ଅଭିଯୋଗ

The Sakala Picture
Published On

ମୋହନା: ଥାନାରେ ପଶି ପୁଲିସ୍‌କୁ ଆକ୍ରମଣ । ଅଡ଼ବା ଥାନାରେ ପଶି ପୁଲିସକୁ ମାଡମାରିଲେ ଧରଣପୁର ଗାଁଲୋକେ । ଗିରଫ ପ୍ରତିବାଦରେ ମାଡ଼ ମାରିଥିବା ସୂଚନା । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା ପୁଲିସ । ମିଥ୍ୟା ଗଞ୍ଜେଇ କେସରେ ଛନ୍ଦି ନିରୀହ ଆଦିବାସୀଙ୍କୁ ପୁଲିସ ଗିରଫ କରିଥିବା ଲୋକଙ୍କ ଅଭିଯୋଗ । ରାତିଅଧିଆ ଚଢ଼ାଉ କରି ପୁଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରିଥିଲେ । ପରେ  ଲୋକେ […]

ମୋହନା: ଥାନାରେ ପଶି ପୁଲିସ୍‌କୁ ଆକ୍ରମଣ । ଅଡ଼ବା ଥାନାରେ ପଶି ପୁଲିସକୁ ମାଡମାରିଲେ ଧରଣପୁର ଗାଁଲୋକେ । ଗିରଫ ପ୍ରତିବାଦରେ ମାଡ଼ ମାରିଥିବା ସୂଚନା । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା ପୁଲିସ । ମିଥ୍ୟା ଗଞ୍ଜେଇ କେସରେ ଛନ୍ଦି ନିରୀହ ଆଦିବାସୀଙ୍କୁ ପୁଲିସ ଗିରଫ କରିଥିବା ଲୋକଙ୍କ ଅଭିଯୋଗ । ରାତିଅଧିଆ ଚଢ଼ାଉ କରି ପୁଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରିଥିଲେ । ପରେ  ଲୋକେ ଗେଟ୍ ଭାଙ୍ଗି ଥାନ ଭିତରକୁ ଧସେଇ ପଶିିବା ସହ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

13 Sep 2022 By The Sakala

ଥାନାରେ ପଶି ପୁଲିସକୁ ମାଡମାରିଲେ ଗାଁ ଲୋକେ, ମିଥ୍ୟା ଗଞ୍ଜେଇ କେସରେ ପୁଲିସ ଗରିଫ କରିଥିବା ଅଭିଯୋଗ

ମୋହନା: ଥାନାରେ ପଶି ପୁଲିସ୍‌କୁ ଆକ୍ରମଣ । ଅଡ଼ବା ଥାନାରେ ପଶି ପୁଲିସକୁ ମାଡମାରିଲେ ଧରଣପୁର ଗାଁଲୋକେ । ଗିରଫ ପ୍ରତିବାଦରେ ମାଡ଼ ମାରିଥିବା ସୂଚନା । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା ପୁଲିସ । ମିଥ୍ୟା ଗଞ୍ଜେଇ କେସରେ ଛନ୍ଦି ନିରୀହ ଆଦିବାସୀଙ୍କୁ ପୁଲିସ ଗିରଫ କରିଥିବା ଲୋକଙ୍କ ଅଭିଯୋଗ । ରାତିଅଧିଆ ଚଢ଼ାଉ କରି ପୁଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରିଥିଲେ । ପରେ  ଲୋକେ ଗେଟ୍ ଭାଙ୍ଗି ଥାନ ଭିତରକୁ ଧସେଇ ପଶିିବା ସହ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର