ଜାନୁଆରୀ ୨୬ରୁ କଂଗ୍ରେସର ‘ହାତ ସେ ହାତ ଜୋଡ ଯାତ୍ରା’ କାର୍ଯ୍ଯକ୍ରମ

The Sakala Picture
Published On

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖରୁ କଂଗ୍ରେସର ହାତ ସେ ହାତ ଜୋଡ ଯାତ୍ରା କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ୨ ମାସ ଧରି ଏହି କାର୍ଯ୍ଯକ୍ରମ ଚାଲିବ। ଘରକୁ ଘର ଯିବେ କଂଗ୍ରେସ କର୍ମୀ । କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯକ୍ରମ ନେଇ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ଯକ୍ରମ ଚାଲିବ। ଏହି କାର୍ଯ୍ଯକ୍ରମରେ ସାମିଲ ହେବେ ଦଳର ସବୁ ନେତା। ୨୦୨୪  ନିର୍ବାଚନକୁ ଆଖିରେ ରଖି ଏଇଆଇସିସି […]

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖରୁ କଂଗ୍ରେସର ହାତ ସେ ହାତ ଜୋଡ ଯାତ୍ରା କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ୨ ମାସ ଧରି ଏହି କାର୍ଯ୍ଯକ୍ରମ ଚାଲିବ। ଘରକୁ ଘର ଯିବେ କଂଗ୍ରେସ କର୍ମୀ । କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯକ୍ରମ ନେଇ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ଯକ୍ରମ ଚାଲିବ। ଏହି କାର୍ଯ୍ଯକ୍ରମରେ ସାମିଲ ହେବେ ଦଳର ସବୁ ନେତା। ୨୦୨୪  ନିର୍ବାଚନକୁ ଆଖିରେ ରଖି ଏଇଆଇସିସି ନିର୍ଦ୍ଦେଶରେ ଚାଲିବ ଏହି କାର୍ଯ୍ଯକ୍ରମ। ପଦ୍ମପୂର ଓ ଧାମନଗରରେ ଦଳ କାହିଁକି ଖରାପ ପ୍ରଦର୍ଶନ କଲା ସେ ନେଇ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଦେବା ପରେ ସମୀକ୍ଷା କରାଯିବ। ଉଭୟ ଉପନିର୍ବାଚନରେ କଂଗ୍ରେସ କର୍ମୀମାନେ ଭଲ କାମ କରିଛନ୍ତି । ଆସନ୍ତା ଦିନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସବୁ ରାଜ୍ୟ ଗସ୍ତ କରିବେ। ପ୍ରିୟଙ୍କା ଓଡ଼ିଶା ଆସିବା ନେଇ ମଧ୍ୟ କାର୍ଯକ୍ରମ ରହିଛି। ଆଜିର ବୈଠକର ଏହି ନିଷ୍ପତି ହୋଇଛି। ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଚେଲା କୁମାର ସୂଚନା ଦେଇଛନ୍ତ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

18 Dec 2022 By The Sakala

ଜାନୁଆରୀ ୨୬ରୁ କଂଗ୍ରେସର ‘ହାତ ସେ ହାତ ଜୋଡ ଯାତ୍ରା’ କାର୍ଯ୍ଯକ୍ରମ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖରୁ କଂଗ୍ରେସର ହାତ ସେ ହାତ ଜୋଡ ଯାତ୍ରା କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ୨ ମାସ ଧରି ଏହି କାର୍ଯ୍ଯକ୍ରମ ଚାଲିବ। ଘରକୁ ଘର ଯିବେ କଂଗ୍ରେସ କର୍ମୀ । କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯକ୍ରମ ନେଇ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ଯକ୍ରମ ଚାଲିବ। ଏହି କାର୍ଯ୍ଯକ୍ରମରେ ସାମିଲ ହେବେ ଦଳର ସବୁ ନେତା। ୨୦୨୪  ନିର୍ବାଚନକୁ ଆଖିରେ ରଖି ଏଇଆଇସିସି ନିର୍ଦ୍ଦେଶରେ ଚାଲିବ ଏହି କାର୍ଯ୍ଯକ୍ରମ। ପଦ୍ମପୂର ଓ ଧାମନଗରରେ ଦଳ କାହିଁକି ଖରାପ ପ୍ରଦର୍ଶନ କଲା ସେ ନେଇ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଦେବା ପରେ ସମୀକ୍ଷା କରାଯିବ। ଉଭୟ ଉପନିର୍ବାଚନରେ କଂଗ୍ରେସ କର୍ମୀମାନେ ଭଲ କାମ କରିଛନ୍ତି । ଆସନ୍ତା ଦିନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସବୁ ରାଜ୍ୟ ଗସ୍ତ କରିବେ। ପ୍ରିୟଙ୍କା ଓଡ଼ିଶା ଆସିବା ନେଇ ମଧ୍ୟ କାର୍ଯକ୍ରମ ରହିଛି। ଆଜିର ବୈଠକର ଏହି ନିଷ୍ପତି ହୋଇଛି। ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଚେଲା କୁମାର ସୂଚନା ଦେଇଛନ୍ତ।

https://www.thesakala.in/latest-odisha-news/from-january-26-congress-hat-se-hat-jod-yatra-start/article-17473
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର