ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା: ୭ହଜାର ୯୯୯ ପାଇଁ ଗଣିବାକୁ ପଡ଼ିବ ୪୫,୧୫୯ ଟଙ୍କା
କଟକ: ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା । କଟକ ଜିଲ୍ଲା କଞ୍ଜ୍ଯୁମର କୋର୍ଟ ଅର୍ଥାତ ଖାଉଟି ଅଦାଲତ ଫ୍ଲିପକାର୍ଟରୁ ଜରିମାନା କରିଛନ୍ତି। କଟକ ସିଡିଏର ସୀମାଞ୍ଚଳ ରଥ ୨ ବର୍ଷ ତଳେ ଫିଲ୍ପକାର୍ଟରୁ ଏକ LED ଟିଭି କିଣିଥିଲେ। ଉକ୍ତ ଟିଭିଟି ଦୁଇମାସ ଚାଲିବା ପରେ ଖରାପ ହୋଇଯାଇଥିଲା । ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ମାମଲା କୋର୍ଟରେ ଚାଲିବା ପରେ ଉକ୍ତ ଗ୍ରହକଙ୍କୁ ସୁଦ୍ଧ ମୂଳ ସହ ବାର୍ଷିକ ୯% ସୁଧରେ ମୋଟ […]
କଟକ: ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା । କଟକ ଜିଲ୍ଲା କଞ୍ଜ୍ଯୁମର କୋର୍ଟ ଅର୍ଥାତ ଖାଉଟି ଅଦାଲତ ଫ୍ଲିପକାର୍ଟରୁ ଜରିମାନା କରିଛନ୍ତି। କଟକ ସିଡିଏର ସୀମାଞ୍ଚଳ ରଥ ୨ ବର୍ଷ ତଳେ ଫିଲ୍ପକାର୍ଟରୁ ଏକ LED ଟିଭି କିଣିଥିଲେ। ଉକ୍ତ ଟିଭିଟି ଦୁଇମାସ ଚାଲିବା ପରେ ଖରାପ ହୋଇଯାଇଥିଲା । ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ମାମଲା କୋର୍ଟରେ ଚାଲିବା ପରେ ଉକ୍ତ ଗ୍ରହକଙ୍କୁ ସୁଦ୍ଧ ମୂଳ ସହ ବାର୍ଷିକ ୯% ସୁଧରେ ମୋଟ ୪୫,୧୫୯ ଟଙ୍କା ଉକ୍ତ ଗ୍ରାହକଙ୍କୁ ଦେବାପାଇଁ ଫ୍ଲିପକାର୍ଟକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।
ସୀମାଞ୍ଚଳ ଉକ୍ତ ଟିଭିଟିକୁ ତା- ୧୫.୧୧.୧୯ ରେ ୭୯୯୯ ଟଙ୍କା ମୂଲ୍ୟରେ ଫ୍ଲିପକାର୍ଟରୁ କିଣିଥିଲେ ।
ଆହୁରି ପଢ଼ନ୍ତୁ: UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: 'ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର'






