ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ

The Sakala Picture
Published On

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ପରଲୋକ ହୋଇଯାଇଛି। ରବିବାର ରାତ୍ରରେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ଚିକିତ୍ସାଧିନ ଅବସ୍ଥାରେରେ ମୃତ୍ୟ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ବିଧାୟକ ଶ୍ରୀ ବାରିହା ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ […]

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ପରଲୋକ ହୋଇଯାଇଛି। ରବିବାର ରାତ୍ରରେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ଚିକିତ୍ସାଧିନ ଅବସ୍ଥାରେରେ ମୃତ୍ୟ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ବିଧାୟକ ଶ୍ରୀ ବାରିହା ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ ହେଉଥିଲେ । ସ୍ବର୍ଗତ ବାରିହା ଜଣେ ସୃଷ୍ଟବାଦୀ ରାଜନେତା ଭାବେ ପରିଚିତ ଥିଲେ । ସମସ୍ତଙ୍କର ଅତି ପ୍ରିୟ ନେତା ଭାବରେ ବେଶ ପରିଚିତ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ ପରେ ୧୯୯୫ ( ଜନତା ଦଳ ) , ୨୦୦୦ , ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ସୂଚନାଯୋଗ୍ୟ ଯେ, ବିଜୟ ବାବୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ଥିଲେ। ବିଜୟ ବାବୁ ପରିବାରର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଆଉ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ଏହି ବିବାହରେ ବିଜୁ ବାବୁ ନିଜେ ସାମିଲ ହୋଇ କନ୍ୟାଦାନ କରି ବିବାହ ସଂପନ୍ନ କରାଇଥିଲେ।

ଆହୁରି ପଢ଼ନ୍ତୁ: ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ମୂଳଦୂଆ ପକାଇଲେ ମହମ୍ମଦ ମୋକିମ

03 Oct 2022 By The Sakala

ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ପରଲୋକ ହୋଇଯାଇଛି। ରବିବାର ରାତ୍ରରେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ଚିକିତ୍ସାଧିନ ଅବସ୍ଥାରେରେ ମୃତ୍ୟ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ବିଧାୟକ ଶ୍ରୀ ବାରିହା ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ ହେଉଥିଲେ । ସ୍ବର୍ଗତ ବାରିହା ଜଣେ ସୃଷ୍ଟବାଦୀ ରାଜନେତା ଭାବେ ପରିଚିତ ଥିଲେ । ସମସ୍ତଙ୍କର ଅତି ପ୍ରିୟ ନେତା ଭାବରେ ବେଶ ପରିଚିତ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ ପରେ ୧୯୯୫ ( ଜନତା ଦଳ ) , ୨୦୦୦ , ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ସୂଚନାଯୋଗ୍ୟ ଯେ, ବିଜୟ ବାବୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ଥିଲେ। ବିଜୟ ବାବୁ ପରିବାରର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଆଉ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ଏହି ବିବାହରେ ବିଜୁ ବାବୁ ନିଜେ ସାମିଲ ହୋଇ କନ୍ୟାଦାନ କରି ବିବାହ ସଂପନ୍ନ କରାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର