ଲୋକସେବା ଭବନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

The Sakala Picture
Published On

ଭୁବନେଶ୍ବର : ଲୋକସେବା ଭବନରେ ଅଗ୍ନିକାଣ୍ଡ। ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ଵ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ବର୍ତ୍ତମାନ ନିଆଁ ଲିଭାକାର୍ଯ୍ୟରେ ନିୟୋଜିତ ରହିଛି। ଲୋକସେବା ଭବନ ଭିତରେ ଥିବା ଦମକଳ ଗାଡି ସହ କଳ୍ପନା ଓ ବରମୁଣ୍ଡାରୁ ବି ଦୁଇଟି ଅଗ୍ନିଶମ ଟିମ୍‌ ଆସି ପହଞ୍ଚିଛି । ଜିରୋ କାଜୁଆଲିଟି ପାଇଁ ଜୋରଦାର ଉଦ୍ୟମ ଚାଲିଛି ।

ଆହୁରି ପଢ଼ନ୍ତୁ: କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ କଳା ଚିଠା ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp