ମନୋରଞ୍ଜନ

ଆଖିବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ

The Sakala Picture
Published On

ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ । ଏହା ପରେ ଚକିତ୍ସା ଆରମ୍ଭ ହୋଇଥିଲା । ତେବେ ଦୀର୍ଘଦିନ ଦିନ ଧରି ମୃତ୍ଯୁ […]

ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ । ଏହା ପରେ ଚକିତ୍ସା ଆରମ୍ଭ ହୋଇଥିଲା । ତେବେ ଦୀର୍ଘଦିନ ଦିନ ଧରି ମୃତ୍ଯୁ ସହ ସଙ୍ଘର୍ଷ କରିବାପରେ ଆଜି ଗୁଳିବିଦ୍ଧ ଦନ୍ତା ହାତୀଟିର ମୃତ୍ଯୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ ଦେହୁରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ

14 Jun 2022 By The Sakala

ଆଖିବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ

ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ । ଏହା ପରେ ଚକିତ୍ସା ଆରମ୍ଭ ହୋଇଥିଲା । ତେବେ ଦୀର୍ଘଦିନ ଦିନ ଧରି ମୃତ୍ଯୁ ସହ ସଙ୍ଘର୍ଷ କରିବାପରେ ଆଜି ଗୁଳିବିଦ୍ଧ ଦନ୍ତା ହାତୀଟିର ମୃତ୍ଯୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ ଦେହୁରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର