ବାଇକକୁ ପଛପଟୁ ପିଟିଲା ଟ୍ରକ; ଝିଅ ମୃତ, ବାପା ଗୁରୁତର

The Sakala Picture
Published On

କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପଛପଟୁ ପିଟିଲା ଟ୍ରକ । ଦୁର୍ଘଟଣା ଯୋଗୁଁ ଝିଅ ମୃତ ବାପା ଗୁରୁତର । ବାପ ଝିଅ ଦୁହେଁ ନିଜ ବାଇକ ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ ଆସୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ନିଜ ଭ୍ୟାନ […]

କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପଛପଟୁ ପିଟିଲା ଟ୍ରକ । ଦୁର୍ଘଟଣା ଯୋଗୁଁ ଝିଅ ମୃତ ବାପା ଗୁରୁତର । ବାପ ଝିଅ ଦୁହେଁ ନିଜ ବାଇକ ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ ଆସୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ନିଜ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ହୋଇଥିଲା । ମୃତ ଝିଅର ନାମ ସ୍ବାତି ସୁଚରିତା ଜେନା (୧୬ ବର୍ଷ), ପିତା ଅଭିରାମ ଜେନା ବୋଲି ଜଣାପଡିଛି । ସ୍ବାତି ସୁଚରିତା ଦଶମ ଶ୍ରେଣୀର ଛାତ୍ରୀ ଥିବା ଜଣାପଡିଛି । ପରୀକ୍ଷା ସରିଲା ପରେ ବାପାଙ୍କ ସହିତ ଅଜା ଘରକୁ ଯାଉଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

24 Mar 2023 By The Sakala

ବାଇକକୁ ପଛପଟୁ ପିଟିଲା ଟ୍ରକ; ଝିଅ ମୃତ, ବାପା ଗୁରୁତର

କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପଛପଟୁ ପିଟିଲା ଟ୍ରକ । ଦୁର୍ଘଟଣା ଯୋଗୁଁ ଝିଅ ମୃତ ବାପା ଗୁରୁତର । ବାପ ଝିଅ ଦୁହେଁ ନିଜ ବାଇକ ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ ଆସୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ନିଜ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ହୋଇଥିଲା । ମୃତ ଝିଅର ନାମ ସ୍ବାତି ସୁଚରିତା ଜେନା (୧୬ ବର୍ଷ), ପିତା ଅଭିରାମ ଜେନା ବୋଲି ଜଣାପଡିଛି । ସ୍ବାତି ସୁଚରିତା ଦଶମ ଶ୍ରେଣୀର ଛାତ୍ରୀ ଥିବା ଜଣାପଡିଛି । ପରୀକ୍ଷା ସରିଲା ପରେ ବାପାଙ୍କ ସହିତ ଅଜା ଘରକୁ ଯାଉଥିଲେ ।

https://www.thesakala.in/latest-odisha-news/dhenkanal/truck-hit-the-bike-from-behind-in-dhenkanal-one-died/article-20091
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର