ଘରେ ଶୋଇଥିବାବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଜଣେ ଜୀବନ୍ତ ଦଗ୍ଧ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଞ୍ଜକାନ୍ତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶମ୍ଭୁ ପ୍ରସାଦ ରଥ । ଘରେ ସେ ଶୋଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶମ୍ଭୁଙ୍କ ଜୀବନ୍ତ ଦଗ୍ଧ ଘଟିଛି । ଶମ୍ଭୁ ଜଣେ ଗାଡ଼ି ଇନସୁରାନ୍ସ କର୍ମଚାରୀ ଭାବେ କାମ କରୁଥିଲେ। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଞ୍ଜକାନ୍ତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶମ୍ଭୁ ପ୍ରସାଦ ରଥ । ଘରେ ସେ ଶୋଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶମ୍ଭୁଙ୍କ ଜୀବନ୍ତ ଦଗ୍ଧ ଘଟିଛି । ଶମ୍ଭୁ ଜଣେ ଗାଡ଼ି ଇନସୁରାନ୍ସ କର୍ମଚାରୀ ଭାବେ କାମ କରୁଥିଲେ। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

13 Dec 2023 By The Sakala

ଘରେ ଶୋଇଥିବାବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଜଣେ ଜୀବନ୍ତ ଦଗ୍ଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଞ୍ଜକାନ୍ତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶମ୍ଭୁ ପ୍ରସାଦ ରଥ । ଘରେ ସେ ଶୋଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶମ୍ଭୁଙ୍କ ଜୀବନ୍ତ ଦଗ୍ଧ ଘଟିଛି । ଶମ୍ଭୁ ଜଣେ ଗାଡ଼ି ଇନସୁରାନ୍ସ କର୍ମଚାରୀ ଭାବେ କାମ କରୁଥିଲେ। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର