ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ: ନଗଦ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
କାମାକ୍ଷାନଗର: ମହାବିରୋଡ଼ ଥାନା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ ହୋଇଛଇ । ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ପ୍ରାୟ ୫ଶହଟି ସୁନା ଅଳଙ୍କାର ପ୍ୟାକେଟ ୪ଟି ଟ୍ରଙ୍କରେ ରହିଥିବା ସୂଚନା । ସମ୍ପୂର୍ଣ୍ଣ ୪ଟି ଟ୍ରଙ୍କକୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଫାଙ୍କା ଗୁଳି […]
କାମାକ୍ଷାନଗର: ମହାବିରୋଡ଼ ଥାନା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ ହୋଇଛଇ । ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ପ୍ରାୟ ୫ଶହଟି ସୁନା ଅଳଙ୍କାର ପ୍ୟାକେଟ ୪ଟି ଟ୍ରଙ୍କରେ ରହିଥିବା ସୂଚନା । ସମ୍ପୂର୍ଣ୍ଣ ୪ଟି ଟ୍ରଙ୍କକୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଫାଙ୍କା ଗୁଳି ଚାଳନା କରି ବ୍ୟାଙ୍କରୁ ଟଙ୍କା ଓ ଅଳଙ୍କାର ଲୁଟିବାରେ ସକ୍ଷମ ହୋଇଥିଲେ । ଯାହାକୁ ନେଇ ସୂଚନା ଦେଇଛନ୍ତି ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର ଅନୁରାଗ ପଟ୍ଟନାୟକ । ୪ ଜଣ ଦୁର୍ବୃତ୍ତ ଦୁଇଟି ପଲସର ଗାଡ଼ିରେ ଆସି ଲୁଟି ନେଇଥିଲେ ଟଙ୍କା ଓ ସୁନା । ସିସି ଟିଭି ଆଧାରରେ ମହାବିରୋଡ଼ ପୁଲିସର ତନାଘନା ଜାରି ରହିଛି ।