ନିଶାଷକ୍ତ ଚାଳକ ଦୋକାନ ଭିତରେ ପଶାଇଲେ ଅଟୋ

The Sakala Picture
Published On

କାମାକ୍ଷାନଗର: କାମାକ୍ଷାନଗର ସହରର ଲକ୍ଷ୍ମୀବଜାର ଠାରେ ଦୋକାନ ଭିତରେ ପଶିଗଲା ଅଟୋ। ସୂଚନା ଅନୁସାରେ, ଆଜି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଏକ ଅଟୋଚାଳକ ଅତ୍ୟଧିକ ନିଶାସେବନ କରି ଅଟୋ ଟିକୁ ଦୋକାନ ମଧ୍ୟରେ ପଶାଇ ଦେଇଥିଲେ। ସୋଭାଗ୍ୟ ବଶତଃ ବର୍ଷା କାରଣରୁ ବଜାରରେ କୌଣସି ଲୋକ ନ ଥିବାରୁ କାହାର କ୍ଷୟକ୍ଷତି ହୋଇନାହିଁ। କାମାକ୍ଷାନଗର ସହରରେ ବିନା ପଞ୍ଜିକରଣରେ ଅଟୋ ବହୁପରିମାଣରେ ଚଲାଯାଉଛି। ଯାହାକୁ ନେଇ ଅଟୋ ଚାଳକଙ୍କ ଲାଇସେନ୍ସ ଉପରେ ସାଧାରଣ ଜନତା ପ୍ରଶ୍ନବାଚୀ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

11 Sep 2022 By The Sakala

ନିଶାଷକ୍ତ ଚାଳକ ଦୋକାନ ଭିତରେ ପଶାଇଲେ ଅଟୋ

କାମାକ୍ଷାନଗର: କାମାକ୍ଷାନଗର ସହରର ଲକ୍ଷ୍ମୀବଜାର ଠାରେ ଦୋକାନ ଭିତରେ ପଶିଗଲା ଅଟୋ। ସୂଚନା ଅନୁସାରେ, ଆଜି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଏକ ଅଟୋଚାଳକ ଅତ୍ୟଧିକ ନିଶାସେବନ କରି ଅଟୋ ଟିକୁ ଦୋକାନ ମଧ୍ୟରେ ପଶାଇ ଦେଇଥିଲେ। ସୋଭାଗ୍ୟ ବଶତଃ ବର୍ଷା କାରଣରୁ ବଜାରରେ କୌଣସି ଲୋକ ନ ଥିବାରୁ କାହାର କ୍ଷୟକ୍ଷତି ହୋଇନାହିଁ। କାମାକ୍ଷାନଗର ସହରରେ ବିନା ପଞ୍ଜିକରଣରେ ଅଟୋ ବହୁପରିମାଣରେ ଚଲାଯାଉଛି। ଯାହାକୁ ନେଇ ଅଟୋ ଚାଳକଙ୍କ ଲାଇସେନ୍ସ ଉପରେ ସାଧାରଣ ଜନତା ପ୍ରଶ୍ନବାଚୀ ଉଠାଇଛନ୍ତି।

https://www.thesakala.in/latest-odisha-news/dhenkanal/auto-entered-the-shop/article-14874
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର